ନଡ଼ିଆଦ

ଉଇକିପିଡ଼ିଆ ରୁ
(ନାଦିଅଦ୍ ରୁ ଲେଉଟି ଆସିଛି)
Jump to navigation Jump to search
ନଡ଼ିଆଦ
નડિયાદ
ସହର
Santram Mandir, Nadiad during Dev Diwali Celebration in 2008
Santram Mandir, Nadiad during Dev Diwali Celebration in 2008
ନଡ଼ିଆଦ is located in Gujarat
ନଡ଼ିଆଦ
ନଡ଼ିଆଦ
ଅବସ୍ଥିତି: 22°42′N 72°52′E / 22.7°N 72.87°E / 22.7; 72.87Coordinates: 22°42′N 72°52′E / 22.7°N 72.87°E / 22.7; 72.87
ଦେଶଭାରତ
ରାଜ୍ୟଗୁଜରାଟ
ଜିଲ୍ଲାଖେଡ଼ା
ସରକାର
 • Presidentଛାୟାବେନ୍ ପଟେଲ
କ୍ଷେତ୍ରଫଳ
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା35 m (115 ft)
ଜନସଂଖ୍ୟା (2011)
 • ମୋଟ୨,୨୫,୧୩୨
 • ଘନତା/km2 (13,000/sq mi)
IST (UTC+5:30)
ପିନ କୋଡ଼387 001,387 002
Telephone code0268
ଗାଡ଼ି ପଞ୍ଜିକରଣGJ-7
ୱେବସାଇଟnadiadmunicipality.com


ନଡ଼ିଆଦ ଏକ ଭାରତୀୟ ନଗରପାଳିକା ସହର ଅଟେ । ଏହା ଗୁଜରାଟର ଖେଡ଼ା ଜିଲ୍ଲା ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନଡ଼ିଆଦ ୨୨.୬୯୩୯ ଉତ୍ତର ଅକ୍ଷାଂଶ ଓ ୭୨.୮୬୧୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୮ ଫୁଟ ଉଚ୍ଚତାରେ ରହିଛି ।[୧]

ଇତିହାସ[ସମ୍ପାଦନା]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନଡ଼ିଆଦ ସହରର ମୋଟ ଜନସଂଖ୍ୟା ୧୯୨୭୯୯ ଅଟେ ।[୨] ସେଥି ମଧ୍ୟରୁ ୫୨.୧୦% ଜଣ ପରୁଷ ହୋଇଥିବା ବେଳେ ୪୭.୯୦% ଜଣ ନାରୀ ଅଟନ୍ତି । ନଡ଼ିଆଦର ସାକ୍ଷରତା ହାର ୭୭.୯୩% ଅଟେ । ଏହା ଜାତୀୟ ହାର ଠାରୁ -୧୩.୦୯% ପ୍ରତିଶତ କମ ଅଟେ । ସେଥିରୁ ୪୨.୭୫% ପ୍ରତିଶତ ପୁରୁଷ ଓ ୩୫.୧୮% ନାରୀ ଅଟନ୍ତି । ୯.୪୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ପର୍ଯ୍ୟଟନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]