ନାଟାଲିଆ ଲାଫୌରସେଦ

ଉଇକିପିଡ଼ିଆ ରୁ
Jump to navigation Jump to search
ମାରିଆ ଲାଫୌରସେଦ
Natalia Lafourcade 2014.jpg
ମାରିଆ ୨୦୧୪ରେ
Background information
Birth nameମାରିଆ ନାଟାଲିଆ ଲାଫୌରସେଦ ସିଲ୍ଭା
Born (1984-02-26) February 26, 1984 (age 35)
ମେକ୍ସିକୋ ସ‌ହର, ମେକ୍ସିକୋ
Originକୋଟପେକ, ମେକ୍ସିକୋ
Genres
Occupation(s)ଗାୟକ, ଗିତିକାର
Years active୧୯୯୮–ବର୍ତ୍ତମାନ ଯାଏଁ
LabelsSony-BMG
Associated actsNatalia y La Forquetina, Los Macorinos
Websitelafourcade.com.mx

ମାରିଆ ନାଟାଲିଆ ଲାଫୌରସେଦ ସିଲ୍ଭା (ସ୍ପେନୀୟ ଉଚ୍ଚାରଣ: [maˈɾi.a naˈtalja lafouɾˈkaðe ˈsilβa]; ଜନ୍ମ ୨୬ ଫେବୃଆରୀ ୧୯୮୪) ଜଣେ ମେକ୍ସିକା ପ‌ପ୍-ରକ୍ ଗିତ ଗାୟକ ଓ ଗିତିକାର ଅଟନ୍ତି । ୨୦୦୩ରୁ ନିଜ ସଙ୍ଗିତ ଜୀବନ ଆରମ୍ଭ କରିଥିବା ମାରିଆ ବର୍ତ୍ତମାନ ଯାଏଁ ଲାଟିନ ଆମେରିକାର ପ୍ରସିଦ୍ଧ ପ‌ପ୍ ଗାୟକଙ୍କ ମଧ୍ୟରୁ ଜଣେ ।

ପ୍ରାରମ୍ଭିକ ଜୀବନ ଓ କ୍ୟାରିଅର[ସମ୍ପାଦନା]

ମାରିଆଙ୍କ ଜନ୍ମ ମେକ୍ସିକୋମେକ୍ସିକୋ ସହରଠାରେ ହେଇଥିଲା । ତାଙ୍କ ବାପା ଚିଲେର ଜଣେ ସଙ୍ଗିତଜ୍ଞ ଓ ମାଆ ପିଆନୋ ବାଦକ ।

ସେ ଏକ କ୍ୟାଥୋଲିକ ବିଦ୍ୟାଳୟରେ ନିଜ ଶିକ୍ଷ୍ୟା ଜୀବନ ଆରମ୍ଭ କରିଥିଲେ। \

ଆଧାର[ସମ୍ପାଦନା]