Jump to content

ନାଜିଆ ହାସନ ସୟଦ

ଉଇକିପିଡ଼ିଆ‌ରୁ
ନାଜିଆ ହାସନ ସୟଦ
ଜନ୍ମ (1990-09-23) ୨୩ ସେପ୍ଟେମ୍ବର ୧୯୯୦ (ବୟସ ୩୫)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ସକ୍ରିୟ ବର୍ଷ୨୦୦୭–ଏବେଯାଏଁ

ନାଜିଆ ହାସନ ସୟଦ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ମହାଭାରତ, ଦହଲୀଜ, ଲକ୍‌ଡାଉନ୍ କୀ ଲଭ୍ ଷ୍ଟୋରୀଏକ ନୟି ପେହଚାନ ଭଳି ଧାରାବାହିକରେ କାମ କରିବା ପାଇଁ ସେ ଜଣାଶୁଣା ।

ଅଭିନୟ ଜୀବନ

[ସମ୍ପାଦନା]

୨୦୦୭ ମସିହାରେ, ଜୀ ଟିଭିରେ ପ୍ରସାରିତ ଧାରାବାହିକ ଆଲାଦ୍ଦୀନରେ ଅଭିନୟ କରିବା ପରେ, ଲୋକଲୋଚନକୁ ଆସିଥିଲେ ।[] ପୁନର ବିବାହ - ଏକ ନୟି ଉମୀଦରେ ଅଭିନୟ କରିବା ପରେ, ସେ ଲୋକପ୍ରିୟତା ପାଇଥିଲେ ।[] ୨୦୧୩ ମସିହାରେ, ମୁକ୍ତିଲାଭ କରିଥିବା ହିନ୍ଦୀ ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଷ୍ଟାର ପ୍ଲସରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ମହାଭାରତରେ କାମ କରିଥିଲେ ।[]

ଅଭିନୀତ ଧାରାବାହିକ

[ସମ୍ପାଦନା]
  • ଅଲାଦ୍ଦୀନ
  • ସିଆଡି
  • ପୁନର ବିବାହ - ଏକ ନୟି ଉମୀଦ
  • ଏକ ନୟି ପେହଚାନ
  • ମହାଭାରତ
  • ଦହଲୀଜ
  • ଲକ୍‌ଡାଉନ୍ କୀ ଲଭ୍ ଷ୍ଟୋରୀ
  • ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା (କଥାଚିତ୍ର)
  • ଦେବୀ ଆଦି ପରାଶକ୍ତି
  1. Wulan Noviarina (14 August 2014). "Nazea Sayed, Si Cantik Jasmine di Serial 'Aladdin'" [Nazea Sayed, Beautiful Princess Jasmine in the Series 'Aladdin'] (in ଇଣ୍ଡୋନେସୀୟ). Retrieved 10 September 2019.
  2. "Nazea Hasan Sayed is on a career high". Telly Chakkar. 30 May 2013. Retrieved 10 September 2019.
  3. Swasti Chatterjee (3 February 2014). "Nazea always wanted to be a part of Mahabharat". The Times of India. TNN. Retrieved 10 September 2019.

ବାହାର ଲିଙ୍କ୍

[ସମ୍ପାଦନା]