ନଳିନୀ ନେଗି
ଦେଖଣା
ନଳିନୀ ନେଗି | |
|---|---|
| ଜନ୍ମ | ୧୪ ଅଗଷ୍ଟ ୧୯୯୨ |
| ଶିକ୍ଷା | ସାମ୍ବାଦିକତାରେ ସ୍ନାତକ |
| ବୃତ୍ତି(ସମୂହ) | ଅଭିନେତ୍ରୀ ମଡେଲ୍ |
| ସକ୍ରିୟ ବର୍ଷ | ୨୦୦୯-ଏବେଯାଏଁ |
ନଳିନୀ ନେଗି (ଜନ୍ମ: ୧୪ ଅଗଷ୍ଟ ୧୯୯୨) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନରେ କାମ କରନ୍ତି । ହିନ୍ଦୀ ଧାରାବାହିକ ଲୌଟ ଆଓ ତ୍ରିସାରେ ତାଙ୍କ ଅଭିନୀତ ଭୂମିକା ତ୍ରିଶା ସ୍ୱାଇକା ପାଇଁ ସେ ଜଣାଶୁଣା ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ତାଙ୍କ ମୂଳ ସ୍ଥାନ ହିମାଚଳ ପ୍ରଦେଶ ଅଟେ । ସେ ଲେଡି ଇର୍ୱିନ୍ ସ୍କୁଲ୍ରୁ ତାଙ୍କ ସ୍କୁଲ ଶିକ୍ଷା ଶେଷ କରିବା ପରେ, ୨୦୧୨ ମସିହାରେ, ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ କରିଥିଲେ ।[୧]
ଟେଲିଭିଜନ
[ସମ୍ପାଦନା]| ବର୍ଷ | କାର୍ଯ୍ୟକ୍ରମ/ଧାରାବାହିକ | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୦୯ | ଏମ୍ଟିଭି ସ୍ପ୍ଲିଟ୍ଭିଲ୍ଲା | ନିଜେ/ପ୍ରତିଯୋଗୀ | [୨] |
| ୨୦୧୪–୨୦୧୫ | ଲୌଟ୍ ଆଓ ତ୍ରିଶା | ତ୍ରିଶା ସ୍ୱାଇକା | [୨][୩] |
| ବକ୍ସ କ୍ରିକେଟ୍ ଲିଗ୍ ୧ | ପ୍ରତିଯୋଗି | ||
| ୨୦୧୫ | ଡୋଲି ଅର୍ମାନୋ କୀ | ଇଶାନୀ | [୧] |
| ଦିୟା ଔର୍ ବାତୀ ହମ୍ | ପିୟା | ||
| ୨୦୧୬–୨୦୧୭ | ନାମକରନ | ରିୟା ମେହେଟା | [୪] |
| ୨୦୧୬ | ଡର୍ ସବ୍କୋ ଲଗ୍ତା ହୈ | କରିସ୍ମା | |
| ୨୦୧୭ | ପୋରୁସ | ବିଷକନ୍ୟା | |
| ୨୦୧୮ | ଲାଲ ଇସ୍କ | ରୁଖସାର୍ | |
| ଭାଗ୍ୟ | ଲୀନା ଦେୱାନ | ||
| ୨୦୧୯ | ଲାଲ ଇସ୍କ | ନନ୍ଦିନୀ | |
| ବିଷ | କାଟ୍ରିନା | ||
| ୨୦୨୩ | ତେରେ ଇସ୍କ ମେଁ ଘାୟଲ | ଚେରୀ ଧୱନ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Verma, Lipika (5 July 2015). "Not a negative role". Deccan Chronicle. Retrieved 10 July 2015.
- ↑ ୨.୦ ୨.୧ Patel, Ano (22 November 2014). "13 New faces rule prime time Telly". The Times of India. Retrieved 10 July 2015.
- ↑ "Laut Aao Trisha to end next month? – Times of India". The Times of India (in ଇଂରାଜୀ). 11 December 2014. Retrieved 2019-09-02.
- ↑ "Aditi Rathore to play grown up Avni on Naamkarann – Times of India". The Times of India (in ଇଂରାଜୀ). 24 February 2017. Retrieved 2019-09-02.