ନରକନ୍ଦା
Appearance
Narkanda | |
---|---|
city | |
Country | India |
State | Himachal Pradesh |
District | Shimla |
Elevation | 2,710 m (8,890 ft) |
Population (2010) | |
• Total | ୨,୭୧୨ |
Languages | |
• Official | Hindi |
Time zone | UTC+5:30 (IST) |
ନରକନ୍ଦା ଭାରତୀୟ ରାଜ୍ୟ ହିମାଚଳପ୍ରଦେଶର ସିମଳା ଜିଲ୍ଲାରେ ଏକ ସହର । ଏହା ହିନ୍ଦୁସ୍ଥାନ ତିବତ ରୋଡ (NH-୨୨)ରେ ଅବସ୍ଥିତ । ସିମଳାଠାରୁ ଏହାର ଦୂରତା ୬୫ କିଲୋମିଟର ହେଇଥିବା ବେଳେ ଏହା ଶିବାଳିକ ରେଞ୍ଜଦ୍ୱାରା ପରିବେଷିତ ରହିଛି ।
ଏହା ଏକ ଶୈଳନିବାସ ହେବା ସହ ସ୍କିଇଙ୍ଗ ପାଇଁ ଉପଯୁକ୍ତ ସ୍ଥାନ । ଏଠାରେ ସେଓ ଚାଷ ବହୁ ପରିମାଣରେ ହୁଏ ।
ଭୌଗୋଳିକ ସ୍ଥିତି
[ସମ୍ପାଦନା]ନରକନ୍ଦାର ଭୌଗୋଳିକ ଅବସ୍ଥିତି 31.27°N 77.45°E । ଏହାର ହାରାହାରି ଉଚ୍ଛତା ୮୫୯୯ ଫୁଟ । କୋତଗଡ ଏଠାରୁ ୧୬ କିଲୋମିଟର ଦୂର ଓ ଏହା ପ୍ରଥମ ସେଓ ଚାଷ ପାଇଁ ବିଖ୍ୟାତ ହେଇଥିଲା । ଅହି ଅଞ୍ଚଳ ବାର୍ଷିକ ୩୦୦୦ କୋଟି ତାଙ୍କର ସେଓ ବ୍ୟବସାୟ କରେ ।
ଜନସଂଖ୍ୟା
[ସମ୍ପାଦନା]୨୦୧୦ ଜନଗଣନା ଅନୁସାରେ ନରକନ୍ଦାର ଜନସଂଖ୍ୟା ୨୭୧୨ ଥିଲା । ଏଠି ମଧ୍ୟରୁ ଅଉରୁଷ ସଂଖ୍ୟା ୬୨% ଥିବା ବେଳେ ମହିଳା ସଂଖ୍ୟା ମାତ୍ର ୩୮% ଥିଲା । ସାକ୍ଷ୍ୟରତା ହାର ୮୦% , ଯାହା ଜାତୀୟ ହାରଠାରୁ ଢେର ଅଧିକ । ପୁରୁଷ ସାକ୍ଷ୍ୟରତା ୮୫% ହେଇଥିବା ସ୍ଥଳେ ମହିଳା ସାକ୍ଷ୍ୟରତା ୭୨ % ଓ ୧୫% ଜନସଂଖ୍ୟା ୬ ବର୍ଷରୁ କମ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Reo Purgyil
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- Official State Tourism website Archived 2007-01-15 at the Wayback Machine.
This Himachal Pradesh location article is a stub. You can help Wikipedia by expanding it. |