Jump to content

ନମସ୍ତେ କମଳା ମା' ଗୋ ୩

ଉଇକିପିଡ଼ିଆ‌ରୁ
ନମସ୍ତେ କମଳା ମା' ଗୋ ୩
ନିର୍ଦ୍ଦେଶକଅମରେଶ ପତି
ପ୍ରଯୋଜକଅଜୟ କୁମାର ରାଉତ
ସଂଳାପବି. ଚନ୍ଦନ କୁମାର
ଚିତ୍ରନାଟ୍ୟବି. ଚନ୍ଦନ କୁମାର
କାହାଣୀମୋନାଲିସା ମହାନ୍ତି
କଳାକାରକୁକିଜ୍ ସ୍ୱାଇଁ
ସସ୍ମିତା ପିୟାଲି ସାହୁ
ରାଜ ରାଜେଶ
ପୃଥ୍ୱୀରାଜ ନାୟକ
ସଙ୍ଗୀତବୈଦ୍ୟନାଥ ଦାଶ
ଭୈରବ ପୃଷ୍ଟି
ଚିତ୍ରଗ୍ରହଣସର୍ବେଶ୍ୱର ଦାଶ
ସମ୍ପାଦକପିଣ୍ଟୁ ନାୟକ
ମୁକ୍ତିଲାଭ ତାରିଖ
୩୦ ନଭେମ୍ବର ୨୦୨୫
ଦେଶ ଭାରତ
ଭାଷାଓଡ଼ିଆ

ନମସ୍ତେ କମଳା ମା' ଗୋ ୩ ୨୦୨୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ କୁମାର ରାଉତ । ମୋନାଲିସା ମହାନ୍ତି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ବି. ଚନ୍ଦନ କୁମାର ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅମରେଶ ପତି । ସଙ୍ଗୀତକାର ବୈଦ୍ୟନାଥ ଦାଶ ଓ ଭୈରବ ପୃଷ୍ଟି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କୁକିଜ୍ ସ୍ୱାଇଁ, ସସ୍ମିତା ପିୟାଲି ସାହୁ ଓ ରାଜ ରାଜେଶ ପଣ୍ଡା । ପୃଥ୍ୱୀରାଜ ନାୟକ, ତ୍ରିଭୁବନ ପଣ୍ଡା, ଦୀପକ ରଞ୍ଜନ ଦାସ, ପାୟଲ ଜେନା, ଡାଏନା ବେହୁରା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ଓ ଭୈରବ ପୃଷ୍ଟି । ଗୀତିକାର ସୂର୍ଯ୍ୟ ମିଶ୍ର, ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ସୋହିନୀ ମିଶ୍ର, ହ୍ୟୁମାନ ସାଗର, ବିଷ୍ଣୁମୋହନ କବି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[][]

କ୍ରମଗୀତକବିଗାୟକସମୟ
1."ନମସ୍ତେ କମଳେ ମା' ଗୋ"ସୂର୍ଯ୍ୟ ମିଶ୍ରସୋହିନୀ ମୀଶ୍ର 
2."ତମେ ହିଁ ମୋର ପ୍ରଥମ ପ୍ରେମ"ଦେବୀଦତ୍ତ ମହାନ୍ତିହ୍ୟୁମାନ ସାଗର 
3."ମା' ଗୋ ତୁ ଗର୍ବ ଗଞ୍ଜନୀ"ଦେବୀଦତ୍ତ ମହାନ୍ତିବିଷ୍ଣୁମୋହନ କବି 
  1. Namaste Kamala Maa Go 3 (Original Motion Picture Soundtrack) Songs Download: Play & Listen Namaste Kamala Maa Go 3 (Original Motion Picture Soundtrack) Odia MP3 Song by Sohini Mishra @Gaana (in ଇଂରାଜୀ), retrieved 2026-06-03
  2. Namaste Kamala Maa Go 3 (Original Motion Picture Soundtrack) - - Download or Listen Free - JioSaavn (in ଆମେରିକୀୟ ଇଂରାଜୀ), 2025-11-24, retrieved 2026-06-03

ବାହାର ଆଧାର

[ସମ୍ପାଦନା]