ନଗେନ ସାହୁ
ଦେଖଣା
ନଗେନ ସାହୁ | |
---|---|
ଜନ୍ମ | |
ମୃତ୍ୟୁ | ୧୭ ମଇ ୨୦୨୫ |
ମୃତ୍ୟୁର କାରଣ | ଖାଦ୍ୟନଳୀ ସମସ୍ୟା |
ବୃତ୍ତି | କଥାଚିତ୍ର ପ୍ରଯୋଜକ |
ନଗେନ ସାହୁ ଜଣେ ଓଡ଼ିଆ ଓଡ଼ିଆ କଥାଚିତ୍ର ପ୍ରଯୋଜକ ଥିଲେ । ସେ ଉପନ୍ୟାସକୁ ନେଇ ଓଡ଼ିଆ କଥାଚିତ୍ର ନିର୍ମାଣ କରିବା ପାଇଁ ଜଣାଶୁଣା ଥିଲେ । ତାନ ପ୍ରଯୋଜନା ଆରତୀ, କାବେରୀ, ତୁଣ୍ଡ ବାଇଦ ଓ ଗାରେ ସିନ୍ଦୁର ଧାରେ ଲୁହ ଭଳି କଥାଚିତ୍ର ମୁକ୍ତିଲାଭ କରିଥିଲା ।[୧] ସେ କାବେରୀରେ କଳା ନିର୍ଦ୍ଦେଶକ ଭାବରେ ମଧ୍ୟ କାମ କରିଥିଲେ ।
ପ୍ରଯୋଜିତ କଥାଚିତ୍ର
[ସମ୍ପାଦନା]ମସିହା | କଥାଚିତ୍ର | ମନ୍ତବ୍ୟ |
---|---|---|
୧୯୮୧ | ଆରତୀ | କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ |
୧୯୮୩ | କାବେରୀ | ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ |
୧୯୮୭ | ତୁଣ୍ଡ ବାଇଦ | କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ |
୨୦୦୧ | ଗାରେ ସିନ୍ଦୁର ଧାରେ ଲୁହ | ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ ଧୂଳିଘର ଉପରେ ଆଧାରିତ |
ମୃତ୍ୟୁ
[ସମ୍ପାଦନା]୨୦୨୫ ମସିହାର ମଇ ୧୭ ତାରିଖରେ ୬୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ଖାଦ୍ୟନଳୀ ଜନିତ ସମସ୍ୟା ଯୋଗୁଁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।[୧]
ଆଧାର
[ସମ୍ପାଦନା]ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନଗେନ ସାହୁ