ଧୋରାଜି
Dhoraji | |
---|---|
city | |
Tan Darvajaa (Three Gates) Dhoraji | |
Country | ![]() |
State | Gujarat |
District | Rajkot |
Elevation | 73 m (240 ft) |
Population (2014) | |
• Total | ୮୪,୫୪୫ |
Languages | |
• Official | Gujarati, Hindi |
Time zone | UTC+5:30 (IST) |
PIN | 360410 |
Telephone code | +912824 |


ଧୋରାଜି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ରଜ୍କୋତ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ଧୋରାଜି ୨୧.୭୩୩୬ ଉତ୍ତର ଅକ୍ଷାଂଶ ଓ ୭୦.୪୫୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୩୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଧୋରାଜି ସହରର ମୋଟ ଜନସଂଖ୍ୟା ୮୦୮୦୭ ଅଟେ ।[୨] ସେଥି ମଧ୍ୟରୁ ୫୦.୯୪% ଜଣ ପରୁଷ ହୋଇଥିବା ବେଳେ ୪୯.୦୬% ଜଣ ନାରୀ ଅଟନ୍ତି । ଧୋରାଜିର ସାକ୍ଷରତା ହାର ୭୧.୨୩% ଅଟେ । ଏହା ଜାତୀୟ ହାରଠାରୁ -୬.୩୯% ପ୍ରତିଶତ କମ ଅଟେ । ସେଥିରୁ ୩୯.୫୦% ପ୍ରତିଶତ ପୁରୁଷ ଓ ୩୧.୭୪% ନାରୀ ଅଟନ୍ତି । ୧୦.୭୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ଗୁଜରାଟୀ ଧୋରାଜିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.