ଦେବଗଡ଼

ଉଇକିପିଡ଼ିଆ ରୁ
(ଦେଓଗଡ ରୁ ଲେଉଟି ଆସିଛି)
Jump to navigation Jump to search
ଦେବଗଡ଼
ସହର
ଦେବଗଡ଼ is located in ଓଡ଼ିଶା
ଦେବଗଡ଼
ଦେବଗଡ଼
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 21°32′N 84°44′E / 21.53°N 84.73°E / 21.53; 84.73Coordinates: 21°32′N 84°44′E / 21.53°N 84.73°E / 21.53; 84.73
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଦେବଗଡ଼
ଉଚ୍ଚତା192 m (630 ft)
ଜନସଂଖ୍ୟା (2001)
 • ମୋଟ୨୦,୦୮୫
ଭାଷା
 • ସରକାରୀଓଡ଼ିଆ
ଭାରତୀୟ ମାନକ ସମୟ (UTC+୫:୩୦)
ୱେବସାଇଟhttp://deogarh.nic.in[୧]


ଦେବଗଡ଼ ବା ଦେଓଗଡ଼ ଭାରତର ଓଡ଼ିଶାରେ ଥିବା ଦେବଗଡ଼ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର ।

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ପ୍ରଧାନପାଟ ଯାହାକି ଦେଓଗଡ଼ ସହରର ଉତ୍ତରରେ ଏକ କିଲୋମିଟର ଦୁରରେ ଅବସ୍ଥିତ ଏକ ପ୍ରସିଦ୍ଧ ପର୍ୟଟନସ୍ଥଳି । ଏଠାରେ ଏକ ଜଳପ୍ରପାତ ଅଛି। ଜଳପ୍ରପାତ ଉପରେ ସାତୋଟି ଜଳକୁଣ୍ଡ ଅଛି, ଯାହାକୁ ଆପଣ ଉପରକୁ ଯାଇ ଦେଖିପାରିବେ । ଶୀତ ଦିନରେ ବହୁତ ଲୋକଏଠାକୁ ଭୋଜି କରିବା ପାଇଁ ଆସନ୍ତି ।ଦେଓଗଡର ପୁରୁଣାଗଡଠାରେ ଗୋଟିଏ ବରଗଛ ଅଛି ଜାହାର ପତ୍ରଗୁଡାକ ଅନ୍ୟଗଛ ପରି ସମାନ ନୁହଁ, ଏହାର ପତ୍ରଗୁଡିକ ପୁରା ଓଲୋଟା ।

ଆଧାର[ସମ୍ପାଦନା]

  1. "Deogarh district".