Jump to content

ଦୁଇ ଦୁଣେ ପାଞ୍ଚ

ଉଇକିପିଡ଼ିଆ‌ରୁ
ଦୁଇ ଦୁଣେ ପାଞ୍ଚ
ନିର୍ଦ୍ଦେଶକସରୋଜ କୁମାର ମହାପାତ୍ର
ପ୍ରଯୋଜକସରୋଜ କୁମାର ମହାପାତ୍ର
ଚିତ୍ରନାଟ୍ୟସରୋଜ କୁମାର ମହାପାତ୍ର
କାହାଣୀସରୋଜ କୁମାର ମହାପାତ୍ର
କଳାକାରହରିହର ଦାସ
ସ୍ଥିତ ପ୍ରଜ୍ଞା
ସଲିଲ ମିତ୍ର
ଜୀବନ ପଣ୍ଡା
ଅଶୋକ ଦାସ
ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତଶଶାଙ୍କ ଶେଖର ପଣ୍ଡା
ଚିତ୍ରଗ୍ରହଣସତ୍ୟମ ଏସ୍ଏସ୍
ସମ୍ପାଦକସୋମ୍ୟ ଶୋଭନ ନାୟକ
ମୁକ୍ତିଲାଭ ତାରିଖ
୬ ମାର୍ଚ୍ଚ ୨୦୨୪
ଦେଶ ଭାରତ
ଭାଷାଓଡ଼ିଆ

ଦୁଇ ଦୁଣେ ପାଞ୍ଚ ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସରୋଜ କୁମାର ମହାପାତ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ଓ ଚିତ୍ରନାଟ୍ୟ ରଚନା କରିବା ସହିତ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଶଶାଙ୍କ ଶେଖର ପଣ୍ଡା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହରିହର ଦାସ ଓ ସ୍ଥିତ ପ୍ରଜ୍ଞା । ସଲିଲ ମିତ୍ର, ଜୀବନ ପଣ୍ଡା, ଅଶୋକ ଦାସ, ଅଶ୍ରୁମୋଚନ ମହାନ୍ତି, ରିଆଜ ଖାନ୍, କାହ୍ନୁ ଚରଣ ଗୌଡ଼, କୈଳାଶ ସାହୁ, କାଳୁ କଳାହାଣ୍ଡି କଟପା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୬ ମାର୍ଚ୍ଚ ୨୦୨୪ରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶଶାଙ୍କ ଶେଖର ପଣ୍ଡା । ସରୋଜ କୁମାର ମହାପାତ୍ର, ବାପୁ ଗୋସ୍ୱାମୀ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ବିଶ୍ୱଜିତ ଆଚାର୍ଯ୍ୟ, ସ୍ୱୟମ ପ୍ରଭା ମହାନ୍ତି, ଟିଟୁ ଶଶାଙ୍କ, ରୂପାଲି ଚନ୍ଦନ, ବିଷ୍ଣୁମୋହନ କବି, ଅର୍ପିତା ଚୌଧୁରୀ, ସଞ୍ଜୁ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତକବିଗାୟକସମୟ
1."ଦୁଇ ଦୁଣେ ପାଞ୍ଚ"ସରୋଜ କୁମାର ମହାପାତ୍ରବିଶ୍ୱଜିତ ଆଚାର୍ଯ୍ୟ, ସ୍ୱୟମ ପ୍ରଭା ମହାନ୍ତି, ଟିଟୁ ଶଶାଙ୍କ, ରୂପାଲି ଚନ୍ଦନ 
2."ତୁ ଚାଲୁଥାଉ ଯୋଉ ବାଟେ"ବାପୁ ଗୋସ୍ୱାମୀବିଷ୍ଣୁମୋହନ କବି, ଅର୍ପିତା ଚୌଧୁରୀ 
3."ଲବଙ୍ଗଲତା"ବାପୁ ଗୋସ୍ୱାମୀସଞ୍ଜୁ ମହାନ୍ତି 

ବାହାର ଆଧାର

[ସମ୍ପାଦନା]