ଦିବଜୋତ ସବରୱାଲ
ଦେଖଣା
ଦିବଜୋତ ସବରୱାଲ | |
|---|---|
| ଜନ୍ମ | |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୧୦–୨୦୧୭ |
| ପ୍ରସିଦ୍ଧି | ସୁହାନି ସି ଏକ ଲଡ଼କୀ |
ଦିବଜୋତ ସବରୱାଲ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ଜୀ ଟିଭିରେ ପ୍ରସାରିତ ଧାରାବାହିକ ମିଷ୍ଟେସ କୌସିକ କୀ ପାଞ୍ଚ ବହୁୟେଁରେ କାରାନ୍ତିୟା ଭୂମିକାରେ ଏବଂ ଷ୍ଟାର ପ୍ଲସରେ ପ୍ରସାରିତ ଧାରାବାହିକ ସୁହାନୀ ସି ଏକ ଲଡ଼କୀରେ ଭାବନା ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା ।[୧][୨] ସେ ଜୀ ଟିଭିର ଧାରାବାହିକ ପବିତ୍ର ରିସ୍ତାରେ ମାଧୁରୀ ଭୂମିକାରେ ଅଭିନୟ କରିଥିଲେ । ହିନ୍ଦୀ କଥାଚିତ୍ର ଚିଲର୍ ପାର୍ଟି, ଏ ଥର୍ସଡେ, ଯୋଗୀ ଆଦିରେ ସେ ମଧ୍ୟ ଅଭିନୟ କରିଥିଲେ ।
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ | ଚରିତ୍ର/ଭୂମିକା |
|---|---|---|
| ୨୦୧୦–୨୦୧୧ | ପବିତ୍ର ରିସ୍ତା | ମାଧୁରୀ ଧର୍ମେଶ ଜୟପୁରବାଲା |
| ୨୦୧୨–୨୦୧୩ | ମିଷ୍ଟ୍ରେସ କୌଶିକ କୀ ପାଞ୍ଚ ବହୁୟେଁ | କରାନ୍ତିୟା ଶିବେନ୍ଦୁ କୌଶିକ |
| ୨୦୧୪ | ପ୍ୟାର କା ଦର୍ଦ ହୈ | ନଫିସା ଖାନ |
| ୨୦୧୪–୨୦୧୭ | ସୁହାନି ସି ଏକ ଲଡ଼କୀ | ଭାବନା ଶରଦ ମିଶ୍ର |
ଆଧାର
[ସମ୍ପାଦନା]- ↑ "Khushboo Shroff plays Lovely's daughter in Mrs. Kaushik…". The Times of India. 4 October 2012. Retrieved 3 March 2016.
- ↑ "Suhani Si Ek Ladki". The Times of India. Retrieved 3 March 2016.