Jump to content

ଦାସ ବାବୁଙ୍କ ସ୍ମାର୍ଟ ଝିଅ

ଉଇକିପିଡ଼ିଆ‌ରୁ
ଦାସ ବାବୁଙ୍କ ସ୍ମାର୍ଟ ଝିଅ
କଳାକାରଲୁମ୍ରାଇନା ଶତପଥୀ
ତୁଷାର କେ ସିହ୍ନା
ଚିନ୍ତାମଣି ବିଶ୍ୱାଳ
ସଙ୍ଗୀତସାର୍ଥକ ଅଗ୍ରୱାଲ
ବିତରକସିଦ୍ଧାର୍ଥ ଟିଭି
ମୁକ୍ତିଲାଭ ତାରିଖ
୧୧ ଜାନୁଆରୀ ୨୦୨୬
ଦେଶ ଭାରତ
ଭାଷାଓଡ଼ିଆ

ଦାସ ବାବୁଙ୍କ ସ୍ମାର୍ଟ ଝିଅ ୨୦୨୬ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲୁମ୍ରାଇନା ଶତପଥୀ । ତୁଷାର କେ ସିହ୍ନା ଓ ଚିନ୍ତାମଣି ବିଶ୍ୱାଳ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୧ ଜାନୁଆରୀ ୨୦୨୬ରେ ଏହି କଥାଚିତ୍ରଟି ସିଦ୍ଧାର୍ଥ ଟିଭିରେ ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସାର୍ଥକ ଅଗ୍ରୱାଲ । ଅନ୍ତରା ଚକ୍ରବର୍ତ୍ତୀ, ସ୍ୱରୂପ, ଶ୍ରଦ୍ଧା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[]

କ୍ରମଗୀତଗାୟକସମୟ
1."ଦାସ ବାବୁଙ୍କ ସ୍ମାର୍ଟ ଝିଅ"ଅନ୍ତରା ଚକ୍ରବର୍ତ୍ତୀ୦୩:୦୬
2."ବରଷେ ଥରେ ଆସିଚି ହୋଲି"ସ୍ୱରୂପ, ଶ୍ରଦ୍ଧା୦୩:୩୯
  1. Dasa Babunka Smart Jhia - All Songs - Download or Listen Free - JioSaavn (in ଆମେରିକୀୟ ଇଂରାଜୀ), 2026-01-13, retrieved 2026-05-12

ବାହାର ଆଧାର

[ସମ୍ପାଦନା]