Jump to content

ଦାରଣଘାଟି ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ
ଦାରଣଘାଟି ଅଭୟାରଣ୍ୟ
Map showing the location of ଦାରଣଘାଟି ଅଭୟାରଣ୍ୟ.
Map showing the location of ଦାରଣଘାଟି ଅଭୟାରଣ୍ୟ.
Map of Himachal Pradesh
ଅବସ୍ଥାନShimla District, Himachal Pradesh, India
କ୍ଷେତ୍ରଫଳ167 km2 (64 sq mi)
ସ୍ଥାପିତ1962

ଦାରଣଘାଟି ଅଭୟାରଣ୍ୟ ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ସିମଳା ଜିଲ୍ଲାରେ ଅବସ୍ଥିତ । ଏହା ଏକ ଅବିକ୍ଷତ ଅରନ୍ୟାଞ୍ଚଳରେ ଅବସ୍ଥିତ । ଏଠାରେ ମୋନାଲ , ତ୍ରଗୋପାନ , କୋକଳା ଓ କାଲିଜ ପରି ବିରଳ ଜାତୀୟ ଜୀବ ରହିଛୟାନତି । ଏହା ସହ ମୃଗ ଗୋରାଳ , ଠାର ଜାତୀୟ ଜୀବ ମଧ୍ୟ ରହନ୍ତି । ଦୋଫଡା ଓ ସାହାରନ ଅଞ୍ଚଳର ଜଙ୍ଗଲ ଅଧିକାରୀମାନେ ଏହାର ରକ୍ଷ୍ୟଣ କରନ୍ତି ।  []

ପର୍ଯ୍ୟଟନ 

[ସମ୍ପାଦନା]

ନିକଟସ୍ଥ ଗ୍ରାମ କଷାପାତଠାରେ ଥିବା ଜଙ୍ଗଲ ବିଭାଗର ଚୌକିଠାରୁ ଏଠାକୁ ଭ୍ରମଣ ପାଇଁ ଯାଇ ହୁଏ । ଏଠାରେ ରହଣି ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । NH-22ରୁ ସିମଳାଠାରୁ ନରକନ୍ଦା ଯାଏ 65 କିଲୋମିଟର ଯାଇ ସେଠାରୁ ନରକନ୍ଦା -ରାମପୁର ରାସ୍ତାରେ 60 କିଲୋମିଟର ଗଲା ପରେ ରାମପୁର - ମାନଷ୍ଣୁ ରାସ୍ତାରେ 30 କିଲୋମିଟର ଯିବାକୁ ହୁଏ । ସେଠାରୁ ଶେଷ 10 କିଲୋମିଟର ପାଇଁ ମଶନୂ - ଦରଙ୍ଘାତି ରାସ୍ତାରେ ଯାଇ ହୁଏ । 


ସେହି ସ୍ଥଳରେ PWDର ଅତିଥିଭବନ ବା ତମ୍ବୁରେ ରହଣି କରାଯିବାର ସୁବିଧା ରହିଛି । 

ଆଧାର 

[ସମ୍ପାଦନା]
  1. "himachaltourism.gov.in". Archived from the original on 2010-03-24. Retrieved 2016-11-30.

ବାହାର ଲିଙ୍କ 

[ସମ୍ପାଦନା]