ଦାମୋଦର ଦାସ

ଉଇକିପିଡ଼ିଆ ରୁ
Jump to navigation Jump to search

ଦାମୋଦର ଦାସ ଓଡ଼ିଆ ଭାଷାର ଜଣେ ପ୍ରାଚୀନ କବି ଏବଂ ରସକୁଲ୍ୟା ଚଉତିଶାର ରଚୟିତା । ଏହି ଚଉତିଶା ରସକୋଇଲା(ବା ରସକୁଲ୍ୟା) ବାଣୀର ମୂଳ ଗୀତ ହୋଇଥିବାରୁ ରସକୋଇଲା ବାଣୀର ମୂଳ ପ୍ରଚୟିତା ଭାବରେ କବି ପ୍ରସିଦ୍ଧ । ଏହି ଚଉତିଶାର ଭାଷାରୁ ଏହା ଷୋଡ଼ଶ ଶତାବ୍ଦୀର ରଚନା ବୋଲି ଅନୁମିତ । ଯେପରି-

ଘାଉଆ ହରିଣୀ ପ୍ରାୟେ ମୁଁ ହୋଇଲି

ଶୁଣି ତା ବେଣୁ ସ୍ୱରୂପ ଯେ

-ରସକୁଲ୍ୟା ଚଉତିଶା