ଦାମୋଦର ଅଗ୍ରୱାଲ
ଦେଖଣା
ଦାମୋଦର ଅଗ୍ରୱାଲ | |
|---|---|
| ସାଂସଦ: ୧୮ଶ ଲୋକ ସଭା | |
| Assumed office ୪ ଜୁନ ୨୦୨୪ | |
| ପୂର୍ବ ଅଧିକାରୀ | ସୁଭାଷ ଭେରିଆ |
| ନିର୍ବାଚନ ମଣ୍ଡଳୀ | ଭିଲୱର |
| ବ୍ୟକ୍ତିଗତ ସବିଶେଷ | |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ସମ୍ପର୍କୀୟ | ଅମିତ ଅଗ୍ରୱାଲ (ପୁତୁରା) |
ଦାମୋଦର ଅଗ୍ରୱାଲ ଜଣେ ଭାରତୀୟ ରାଜନେତା । ରାଜସ୍ଥାନର ଏହି ନେତା ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଭିଲ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଶିକ୍ଷା
[ସମ୍ପାଦନା]ଅଗ୍ରୱାଲ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଏବଂ କଳାରେ ସ୍ନାତକୋତ୍ତର କରିଛନ୍ତି ।[୨]
ରାଜନୈତିକ ଜୀବନ
[ସମ୍ପାଦନା]୨୦୨୪ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ସେ ଭିଲ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୩୫୪,୬୦୬ ଖଣ୍ଡ ଭୋଟରେ ପରାସ୍ତ କରି ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩]
ଆଧାର
[ସମ୍ପାଦନା]- ↑ India Today (13 July 2024). "Businessmen | In august company" (in ଇଂରାଜୀ). Archived from the original on 7 August 2024. Retrieved 7 August 2024.
- ↑ "Damodar Agarwal(Bharatiya Janata Party(BJP)):Constituency- BHILWARA(RAJASTHAN) - Affidavit Information of Candidate". www.myneta.info. Retrieved 2024-06-05.
- ↑ "Bhilwara Lok Sabha Constituency Result 2024 Live: BJP Candidate Damodar Agarwal Secures Seat". Free Press Journal (in ଇଂରାଜୀ). Retrieved 2024-06-05.