ଦଶମ (ଓଡ଼ିଆ କଥାଚିତ୍ର)
| ଦଶମ (ଓଡ଼ିଆ କଥାଚିତ୍ର) | |
|---|---|
| ନିର୍ଦ୍ଦେଶକ | ରାଜା ଦାଶ |
| ପ୍ରଯୋଜକ | ଦୀପକ କୁମାର ଜେନା |
| ସଂଳାପ | କୁମାରଶ୍ରୀ ସାହୁ ବି ଉତ୍ତମକୁମାର |
| ଚିତ୍ରନାଟ୍ୟ | କୁମାରଶ୍ରୀ ସାହୁ ବି ଉତ୍ତମକୁମାର |
| କଳାକାର | ଶୈଳେନ୍ଦ୍ର ସାମନ୍ତରାୟ ନୀଲାଖି ପାତ୍ର ସୁମନ ପଟ୍ଟନାୟକ ଆକାଶ ହୋତା |
| ସଙ୍ଗୀତ | ଗୌରବ ଆନନ୍ଦ ଅନୁରାଗ ପଟ୍ଟନାୟକ ପ୍ରୀତ ପ୍ରିୟୋ ସୁବ୍ରତ ବେହେରା ସନ୍ଦୀପ ପଣ୍ଡା ଶୁଭ୍ରଜିତ ମହାନ୍ତି ବିନୟ ରଥ |
| ଚିତ୍ରଗ୍ରହଣ | ବିଶ୍ୱଜିତ କୁଲ୍ଡି |
| ସମ୍ପାଦକ | କଳ୍ପତରୁ ଦାଶ |
ମୁକ୍ତିଲାଭ ତାରିଖ | ୧୮ ଜାନୁଆରୀ ୨୦୨୪ |
| ଦେଶ | |
| ଭାଷା | ଓଡ଼ିଆ |
ଦଶମ (ଓଡ଼ିଆ କଥାଚିତ୍ର) ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦୀପକ କୁମାର ଜେନା । କୁମାରଶ୍ରୀ ସାହୁ ଓ ବି ଉତ୍ତମକୁମାର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଜା ଦାଶ ।
ଶୈଳେନ୍ଦ୍ର ସାମନ୍ତରାୟ, ନୀଲାଖି ପାତ୍ର, ସୁମନ ପଟ୍ଟନାୟକ, ଆକାଶ ହୋତା, ଅର୍ମାନ ମହାନ୍ତି, ଷ୍ଟୋନି, ଫନି ପ୍ରତୀକ, ଜ୍ୟୋତି ରଞ୍ଜନ ରାଉତ, ସୁଶାନ୍ତ, ରିପନ, ମୀରା, ଲୋପାମୁଦ୍ରା, ସିମ୍ରନ, ମନୀଷା, ରାକ୍ଷୀ, ରବି ମିଶ୍ର, ଉଦିତ ଗୁରୁ, ସନ୍ତୁ ନିଜେ, ବାପି, ଶୋଭନ, ଦୀପା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୮ ଜାନୁଆରୀ ୨୦୨୪ରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ଶୈଳେନ୍ଦ୍ର ସାମନ୍ତରାୟ
- ନୀଲାଖି ପାତ୍ର
- ସୁମନ ପଟ୍ଟନାୟକ
- ଆକାଶ ହୋତା
- ଅର୍ମାନ ମହାନ୍ତି
- ଷ୍ଟୋନି
- ଫନି ପ୍ରତୀକ
- ଜ୍ୟୋତି ରଞ୍ଜନ ରାଉତ
- ସୁଶାନ୍ତ
- ରିପନ
- ମୀରା
- ଲୋପାମୁଦ୍ରା
- ସିମ୍ରନ
- ମନୀଷା
- ରାକ୍ଷୀ
- ରବି ମିଶ୍ର
- ଉଦିତ ଗୁରୁ
- ସନ୍ତୁ ନିଜେ
- ବାପି
- ଶୋଭନ
- ଦୀପା
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଗୌରବ ଆନନ୍ଦ, ଅନୁରାଗ ପଟ୍ଟନାୟକ, ପ୍ରୀତ ପ୍ରିୟୋ, ସୁବ୍ରତ ବେହେରା, ସନ୍ଦୀପ ପଣ୍ଡା, ଶୁଭ୍ରଜିତ ମହାନ୍ତି, ବିନୟ ରଥ ଆଦି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ରଞ୍ଜନ ନାୟକ, ପ୍ରୀତ ପ୍ରିୟୋ, ରାକେଶ ଦାଶ, କୁମାରଶ୍ରୀ ସାହୁ, ଜେପି ୱାର୍ଡ଼ସ୍ମିଥ୍, ସନ୍ଦୀପ ପଣ୍ଡା, ତପୁ ନାୟକ, ସୌମ୍ୟ ରଞ୍ଜନ ପଣ୍ଡା ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ ପଟ୍ଟନାୟକ, ସନ୍ଦୀପ ପଣ୍ଡା, ଗୌରବ ଆନନ୍ଦ, ଶୈଳେନ୍ଦ୍ର ସାମନ୍ତରାୟ, ବାବୁଶାନ୍ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | କବି | ଗାୟକ | ସମୟ |
|---|---|---|---|---|
| 1. | "ଦଶମ ପିଲା" | ରଞ୍ଜନ ନାୟକ | ହ୍ୟୁମାନ ସାଗର, ଅସୀମା ପଣ୍ଡା | |
| 2. | "କାହିଁକି ଏଇ ପୃଥିବୀରେ" | ରାକେଶ ଦାଶ | କୁଳଦୀପ ପଟ୍ଟନାୟକ | |
| 3. | "ଭାଗ ଭାଗ" | ସନ୍ଦୀପ ପଣ୍ଡା | ସନ୍ଦୀପ ପଣ୍ଡା, ଗୌରବ ଆନନ୍ଦ, ଶୈଳେନ୍ଦ୍ର ସାମନ୍ତରାୟ | |
| 4. | "ସ୍ମୃତି ପକ୍ଷୀ" | ଜେପି ୱାର୍ଡ଼ସ୍ମିଥ୍ | ବାବୁଶାନ୍ |
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦଶମ