ଦକ୍ଷିଣ ଋଫ ଦ୍ୱିପ
ଦେଖଣା
| Geography | |
|---|---|
| Coordinates | 12°46′16″N 92°39′18″E / 12.771°N 92.655°E |
| Archipelago | Andaman Islands |
| Administration | |
| Demographics | |
| Demonym | Hindi |
| Population | 0 |
| Additional information | |
| Official website | www |
ଦକ୍ଷିଣ ଋଫ ଦ୍ୱିପ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ନିକୋବର ଦ୍ୱୀପସମୂହର ଆଣ୍ଡାମନ ଦ୍ୱୀପପୁଞ୍ଜର ଏକ ଦ୍ୱିପ । ଏହା ଉତ୍ତର ଓ ମଧ୍ୟ ଆଣ୍ଡାମାନ [୪]ପ୍ରଶାସନ ଜିଲ୍ଲାରେ ରହିଛି । ଏହା ମୁଖ୍ୟ ଦପ୍ତର ପୋର୍ଟ ବ୍ଲେୟାରଠାରୁ 117 କିଲୋମିଟର ଦୂରରେ ରହିଛି ।

ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]ଏକ ସାମନ୍ତରିକ କ୍ଷେତ୍ର ଆକାରର ଥିବା ଏହି ଦ୍ୱିପ ନିଚା ରହିଥାଏ ଓ ଏହା ଅସଟେନ ପ୍ରଣାଳୀର ପଶ୍ଚିମ ଦିଗରେ ରହିଛି ।
ପ୍ରଶାସନ
[ସମ୍ପାଦନା]ଏହା ମାୟାବନ୍ଦର ତାଲୁକ ଅଧୀନରେ ପ୍ରଶାସିତ ହେଇଥାଏ । .[୫]
ଆଧାର
[ସମ୍ପାଦନା]- ↑ "Islandwise Area and Population - 2011 Census" (PDF). Government of Andaman.
- ↑ "Sailing Directions (enroute) | India and the Bay of Bengal" (PDF) (173). National Geospatial-intelligence Agency, United States Government. 2014. Archived from the original (PDF) on 2015-04-02. Retrieved 2016-09-23.
{{cite journal}}: Cite journal requires|journal=(help) - ↑ Registration Plate Numbers added to ISO Code
- ↑ "Village Code Directory: Andaman & Nicobar Islands" (PDF). Census of India. Retrieved 2011-01-16.
- ↑ "DEMOGRAPHIC – A&N ISLANDS" (PDF). andssw1.and.nic.in. Retrieved 2016-09-23.
Andaman and Nicobar Islands travel guide from Wikivoyage