ଥେଟିସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଗ୍ରୀକ୍ ପୁରାଣ ଅନୁସାରେ ନେରେଅସ ଏବଂ ଡୋରିସଙ୍କ କନ୍ୟା । ଇଲିଆଡ୍ର ଟ୍ରୋଜାନ୍ ଯୁଦ୍ଧ ଖଣ୍ଡରେ ତାଙ୍କ ବିଷୟରେ ତଥ୍ୟ ମିଳେ । ଇଲିଆଡ୍ ମହାକାବ୍ୟରେ ଥେଟିସ ଏବଂ ଗ୍ରୀକ ହିରୋ ପେଲେଅସଙ୍କ ବିବାହକୁ ଖୁବ ଆଡମ୍ବର ଏବଂ ଭବ୍ୟତାର ସହ ଲେଖାଯାଇଅଛି । ସେ ଇଲିଆଡ ମହାକାବ୍ୟର ଅନ୍ୟତମ ନାୟକ ଆଚିଲେସଙ୍କ ମାତା ଏବଂ ଜଳଦେବୀ ।