ତୋ' ଆଖିରେ ମୁଁ

ଉଇକିପିଡ଼ିଆ‌ରୁ
ତୋ' ଆଖିରେ ମୁଁ
ନିର୍ଦ୍ଦେଶକଏସ୍. କେ. ମୂରଲୀଧରନ୍
ପ୍ରଯୋଜକପ୍ରଭାସ ରାଉତ
ସଂଳାପଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟଏସ୍. କେ. ମୂରଲୀଧରନ୍
କାହାଣୀବିଜୟଲକ୍ଷ୍ମୀ ରାଉତ
କଳାକାରବାବୁଶାନ୍, ସୁଇଟି, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ପପୁ ପମ ପମ, ସଲିଲ ମିତ୍ର, ହର ପଟ୍ଟନାୟକ
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣଆର୍ ଭଗତ ସିଂହ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୫ ମାର୍ଚ୍ଚ ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ତୋ' ଆଖିରେ ମୁଁ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାସ ରାଉତ ।[୨] ବିଜୟଲକ୍ଷ୍ମୀ ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦେବୀଦତ୍ତ ମହାନ୍ତି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏସ୍. କେ. ମୂରଲୀଧରନ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୩] ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି[୧][୩] ଏବଂ ସୁଇଟି । ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ପପୁ ପମ ପମ, ସଲିଲ ମିତ୍ର, ହର ପଟ୍ଟନାୟକ, ନମ୍ରତା ଦାସ, ରାଇଚରଣ ଦାସ, ଦେବୁ ବୋଷ, ପ୍ରଦ୍ୟୁମ୍ନ ଲେଙ୍କା, ବବି ମିଶ୍ର, ବିଭୂତି ଦାସ, ବିଦ୍ୟୁତ୍‌ପ୍ରଭା, ସ୍ମିତା ତ୍ରିପାଠୀ, ବ୍ରଜ ନାୟକ, ପ୍ରଦୀପ ସେନ, ତନିସ୍କ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସବସନ୍ତରାଜ ସାମଲ, ମୋହିତ ଚକ୍ରବର୍ତ୍ତୀ, ଦେବୀଦତ୍ତ ମହାନ୍ତି ଆଦି ଗୀତକାରମାନେ କଥାଚିତ୍ରଟିର ଗୀତଗୁଡ଼ିକର ରଚନା କରିଥିଲେ । ବିଭୁ କିଶୋର, ତପୁ ମିଶ୍ର, ଜଲି ମୁଖାର୍ଜୀ, ଉଦିତ ନାରାୟଣ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଆଇଲାରେ ଆଇଲାରେ ଆଇଲା ରେ" 
2."ଦେଖ ଦେଖ ଦେଖ ସାରା ଜମାନା" 
3."ତୋରି ପାଇଁ ଗୀତଟିଏ ଲେଖିଚି" 
4."ସୁନ୍ଦରୀ ସୁନ୍ଦରୀ" 
5."ସଞ୍ଜ ନଇଁଲେ" 
6."ନ‌ଦୀ କ‌ହେ ସାଗରକୁ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ବାବୁସାନ୍‌ଙ୍କୁ ୨୯ ଚାଲିଲା,ଏବର୍ଷ ଅଭିନୀତ ଓଡ଼ିଆ ସିନେମା ସଂଖ୍ୟା ବି ହେବ ୨୯!". ସମ୍ବାଦ. 30 July 2017. Retrieved 28 November 2017.
  2. "ଓଲିଉଡର ଏହି ସୁପରଷ୍ଟାରଙ୍କର ପ୍ରଥମ ସିନେମା ଫ୍ଲପ୍‌ ହୋଇଥିଲା ! | Sambad". Sambad. 21 August 2018. Archived from the original on 27 August 2018. Retrieved 31 August 2018.
  3. ୩.୦ ୩.୧ "ପ୍ରଥମ ସିନେମା ନୁହେଁ , ଜାଣନ୍ତୁ କେଉଁ ସିନେମାରୁ ବାବୁସାନ୍‌ ଷ୍ଟାର ବନିଥିଲେ ? | Sambad". Sambad (in Odia). Odisha. 30 September 2018. Archived from the original on 1 October 2018. Retrieved 2 October 2018.{{cite news}}: CS1 maint: unrecognized language (link)
  4. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  5. "Namrata Das". UpClosed. Retrieved 28 November 2017.

ବାହାର ଆଧାର[ସମ୍ପାଦନା]