ତୁଳସୀ ଡ୍ୟାମ, ମୁମ୍ବାଇ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Tulshi dam
Lua error in ମଡ୍ୟୁଲ:Location_map at line 442: Unable to find the specified location map definition. Neither "Module:Location map/data/India Mumbai" nor "Template:Location map India Mumbai" exists.Location of Tulshi dam
ଦିଗବାରେଣି 19°11′19″N 72°55′07″E / 19.1885788°N 72.9186201°E / 19.1885788; 72.9186201Coordinates: 19°11′19″N 72°55′07″E / 19.1885788°N 72.9186201°E / 19.1885788; 72.9186201
ମାଲିକ Government of Maharashtra, India

ତୁଳସୀ ଡେମ, ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ସହର ନିକଟସ୍ଥ ମୁଳୁଣ୍ଡଠାରେ ଅବସ୍ଥିତ ଏକ ମାଟି ବନ୍ଧ । ଏହା ତୁଳସୀ ନଦୀ ଉପରେ ନିର୍ମିତ । 

ବୈଶିଷ୍ୟ[ସମ୍ପାଦନା]

ଏହି ବନ୍ଧର ଗଭୀରତା 26 ମିଟର । ଏହାର ଲମ୍ବ 186 ମିଟର ହେଇଥିବା ବେଳେ ଏଠାରେ ସର୍ବମୋଟ ଜଳଧାରଣ କ୍ଷ୍ୟମତା ୧୦,୪୨୯.୦୦ କି.ମି. (୨,୫୦୨.୦୫ cu mi).[୧]

Purpose[ସମ୍ପାଦନା]

ମୁମ୍ବାଇ ସହର ଓ ସହରତଳି ଅଞ୍ଚଳକୁ ଜଳଯୋଗାଣ ପାଇଁ ଏହି ପ୍ରକଳ୍ପ ସହାୟତା ଦେଇଥାଏ । 

ପୁନଶ୍ଚ ଦେଖନ୍ତୁ [ସମ୍ପାଦନା]

  • Dams in Maharashtra
  • List of reservoirs and dams in India

ଆଧାର ସମୂହ [ସମ୍ପାଦନା]