Jump to content

ତୁମ୍ ତୋ ଠେହରେ ପରଦେଶୀ

ଉଇକିପିଡ଼ିଆ‌ରୁ
ତୁମ୍ ତୋ ଠେହରେ ପରଦେଶୀ‌
Studio album by
ମୁକ୍ତିଲାଭ ତାରିଖସେପ୍ଟେମ୍ବର 1997 (1997-09)
ନାମଭେନସ

ତୁମ୍ ତୋ ଠେହରେ ପରଦେଶୀ ଏକ ଉର୍ଦ୍ଦୁ କୱାଲି ଏବଂ ଆଲବମ ଏବଂ ଏହା ୧୯୯୭ରେ ଅଲତାଫ ରାଜା ଗାଇଥିଲେ | ଏହା ପ୍ରଥମେ ପଙ୍ଗା ଲେ ଲିୟା ଆଲବମର ବି-ସାଇଡ୍ ଗୀତ ଭାବରେ ମୁକ୍ତିଲାଭ କରିଥିଲା | ଏହାର ଲୋକପ୍ରିୟତା ହେତୁ ଆଲବମଟି ଏହି ଗୀତର ସମାନ ଶୀର୍ଷକ ସହିତ ପୁନଃମୁକ୍ତିଲାଭ କରିଥିଲା। ଏହା ଭାରତର ପଞ୍ଚମ ସର୍ବାଧିକ ଲୋକପ୍ରିୟ ଗୀତ ହୋଇ ପ୍ରଥମ ବର୍ଷରେ ୪୦ ଲକ୍ଷ (ଚାରି ନିୟୁତ) କପି ବିକ୍ରି ହୋଇଥିଲା | ଗୋଟିଏ ଦିନରେ ୭୦ ଲକ୍ଷ (ସାତ ନିୟୁତ) କପି ବିକ୍ରି ହୋଇ ଗିନିଜ ୱାର୍ଲ୍ଡ ରେକର୍ଡ ହାସଲ କରିଥିଲା | ଏହି ଗୀତଟି ଆଜି ପର୍ଯ୍ୟନ୍ତ ରାଜାଙ୍କ ସର୍ବାଦୃତ ଗୀତ । ସେ କହନ୍ତି ଯେ ତାଙ୍କ ପ୍ରଶଂସକମାନେ ପ୍ରାୟତଃ ସିଧା କନସର୍ଟ ସମୟରେ ଏହାକୁ ବାରମ୍ବାର ଗାଇବାକୁ କହନ୍ତି। ୨୦୨୧ରେ ସୋନୁ ସୁଦ ଏବଂ ଫରହା ଖାନ ଅସଫଳ ଭାବରେ ଗୀତର ଏକ ପୁନଃ ସଂସ୍କରଣ ସୃଷ୍ଟି କରିଥିଲେ।[]

  1. "Sonu Sood and Farah Khan to recreate Altaf Raja's 'Tum to thehre pardesi'". The Times of India. 2021-07-23. ISSN 0971-8257. Retrieved 2025-08-19.