Jump to content

ତିରୁପତି ବିମାନ ବନ୍ଦର

ତିରୁପତି ବିମାନ ବନ୍ଦର
తిరుపతి విమానాశ్రయము
Tirupati Vimānāśrayamu
[[Image:|220px]]
IATA: TIR – ICAO: VOTP
ସାରକଥା
ବିମାନ ବନ୍ଦର ପ୍ରକାର Public
Owner/Operator Airports Authority of India
ସେବା Tirupati
ଅବସ୍ଥାନ Renigunta, Tirupati, Andhra Pradesh
ଉଚ୍ଚତା (ସମୁଦ୍ର ଠାରୁ) 350 ft / 107 m
ଦିଗବାରେଣି 13°38′16″N 079°32′50″E / 13.63778°N 79.54722°E / 13.63778; 79.54722
ବେବସାଇଟ aai.aero/allAirports/tirupati_generalinfo.jsp
Map
TIR is located in Andhra Pradesh
TIR
TIR
TIR is located in India
TIR
TIR
ରନବେ
ଦିଗ ଲମ୍ବ ଭୂମି
ft m
08/26 7,500 2,286 Asphalt
Statistics (Apr 2015 - Mar 2016)
Passenger Movements 3,71,060(Increase51.4%)
Source: AAI,[୧][୨][୩]

ତିରୁପତି ବିମାନ ବନ୍ଦର, (IATA: TIR, ICAO: VOTP) ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶର ତିରୁପତିଠାରେ ଥିବା ବିନାମ ବନ୍ଦର । ଏହା ତିରୁପତିର ଉପାଶହରାଞ୍ଚଳ ରେନୀଗୁନ୍ତାଠାରେ ଅବସ୍ଥିତ । ଏହା ତିରୁପତି ସହରରୁ 14କିଲୋମିଟର ଓ ତିରୁମାଳା ମନ୍ଦିରରୁ 39 କିଲୋମିଟର ଦୂରରେ ରହିଛି । 

ଇତିହାସ 

[ସମ୍ପାଦନା]

ତିରୁପତି ବିମାନ ବନ୍ଦର 1976 ମସିହାରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ନରସିଂହ ରାଓଙ୍କଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ ହେଇ ନିର୍ମିତ ହେଇଥିଲା .1999 ମସିହାରେ ପୁନର୍ନିର୍ମିତ ବିନାନ ବନ୍ଦର ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଏହି ପୁନର୍ନିର୍ମାଣରେ 11 କୋଟି ଟଙ୍କା 1993 ମସିହାରୁ ଖରଚ କରାଯାଇଥିଲା । 

ଗରୁଡ ଟର୍ମିନାଲ 

[ସମ୍ପାଦନା]

 ଆଗରୁ ଥିବା ଟର୍ମିନାଲ ସହ ନୂତନ ଭାବେ  ଗରୁଡ ଟର୍ମିନାଲ ଯାହାର ଆୟତନ 16,500 ବର୍ଗମିଟର ,ତାହାକୁ 175 କୋଟି ଟଙ୍କାରେ ନିର୍ମାଣ କରାଯାଇଥିଲା । ଏହି ଟର୍ମିନାଲରେ 500 ଘରେଇ ଯାତ୍ରୀ ଓ 200 ଅନ୍ତର୍ଜାତିକ ଯାତ୍ରୀ ଏକସମୟରେ ବ୍ୟବହାର ପାଇଁ ଯୋଗ୍ୟ  । [୪]ଏହି ନୂତନ ଟର୍ମିନାଲ 2012[୫][୬][୭]ରେ ନିର୍ମିତ ହେଇଥିଲା ଓ ଏହା 2015 ଅକ୍ଟୋବର 22ରେ ଭାରତୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ[୮]ଙ୍କଦ୍ୱାରା ଉଦଘାଟିତ ହେଇଥିଲା । ଏହାକୁ ଅନ୍ତର୍ଜାତିକ ସ୍ତର ବିମାନ ବନ୍ଦର କରିବାକୁ ଯୋଜନା ରହିଛି । [୯]

ଏୟାର ଲାଇନ ସମୂହ ଓ ଗନ୍ତବ୍ୟ ସ୍ଥଳୀ 

[ସମ୍ପାଦନା]
ବିମାନ ସେବାଗନ୍ତବ୍ୟ 
Air CarnivalCoimbatore
Air CostaHyderabad
Air IndiaDelhi, Hyderabad
SpiceJetHyderabad, Vijayawada, Visakhapatnam
TruJetAurangabad, Hyderabad , Cochin (Seasonal)

ଘଟନା ଓ ଦୁର୍ଘଟଣା 

[ସମ୍ପାଦନା]

17 ସେପ୍ଟେମ୍ବର 2016ରେ ଏକ ସ୍ପାଇସ ଜେଟ ବିମାନ ରାନୱେରେ ତଳକୁ ଗାଡି ଦୁର୍ଘଟଣା ଗ୍ରସ୍ତ ହେଇଥିଲା , ମାତ୍ର ଏଥିରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ରହିଥିଲେ । [୧୦]

15 ନଭେମ୍ବର 1993ରେ ଏୟାର ଇଣ୍ଡିଆର ଏକ ବିମାନ ଏହା ନିକଟରେ କ୍ଷେତ ଭିତର ଅବତରଣ କରିବାକୁ ବାଧ୍ୟ ହେଇଥିଲା । କେହି ମୃତହତ ହେଇନଥିଲେ ମଧ୍ୟ ବିମାନଟି ଦ୍ୱଂଶ ହେଇଯାଇଥିଲା । [୧୧][୧୨][୧୩]

ଆଧାର  ସମୂହ 

[ସମ୍ପାଦନା]
  1. ↑ "Traffic Statistics-2016" (PDF). AAI. Retrieved 2 May 2016.
  2. ↑ "Aircraft Movements-2016" (PDF). AAI. Retrieved 2 May 2016.
  3. ↑ "Cargo Statistics-2016" (PDF). AAI. Retrieved 2 May 2016.
  4. ↑ "Prime Minister Narendra Modi to inaugurate new terminal of Tirupati airport tomorrow". The Economic Times. 21 October 2015.
  5. ↑ "Complete works before Oct. 15: AAI Chairman". The Hindu. 11 October 2015.
  6. ↑ "PM Lays Foundation Stone for New Integrated Terminal at Tirupati Airport". Press Information Bureau. 1 September 2010.
  7. ↑ "Int'l status for Tirupati airport still a dream". New Indian Express. Archived from the original on 2016-04-25. Retrieved 2016-12-09.
  8. ↑ "Govt determined to strengthen tourism infrastructure: PM". The Hindu. 22 October 2015.
  9. ↑ "PM lays foundation stone for Tirupati International Airport". NDTV.
  10. ↑ "Lucky escape for SpiceJet passengers". The Hindu. 18 September 2016. Archived from the original on 18 September 2016. Retrieved 9 December 2016.
  11. ↑ "Blowing the wind". Telegraph India. 17 October 2010.
  12. ↑ "Major air crashes in India in two decades". New Indian Express. 22 May 2010. Archived from the original on 12 September 2016. Retrieved 9 December 2016.
  13. ↑ "Civil aviation accident summary". DGCA. 22 May 2010. Archived from the original on 11 July 2019. https://web.archive.org/web/20190711170908/http://dgca.nic.in/accident/acc93.pdf. Retrieved 9 December 2016.

ବାହାର ଲିଙ୍କ 

[ସମ୍ପାଦନା]