ତିରୁପତି ବିମାନ ବନ୍ଦର

ଉଇକିପିଡ଼ିଆ ରୁ
Jump to navigation Jump to search
ତିରୁପତି ବିମାନ ବନ୍ଦର
తిరుపతి విమానాశ్రయము
Tirupati Vimānāśrayamu
[[Image:[୧]|220px]]
IATA: TIRICAO: VOTP
ସାରକଥା
ବିମାନ ବନ୍ଦର ପ୍ରକାର Public
Owner/Operator Airports Authority of India
ସେବା Tirupati
ଅବସ୍ଥାନ Renigunta, Tirupati, Andhra Pradesh
ଉଚ୍ଚତା (ସମୁଦ୍ର ଠାରୁ) 350 ft / 107 m
ଦିଗବାରେଣି 13°38′16″N 079°32′50″E / 13.63778°N 79.54722°E / 13.63778; 79.54722Coordinates: 13°38′16″N 079°32′50″E / 13.63778°N 79.54722°E / 13.63778; 79.54722
ବେବସାଇଟ aai.aero/allAirports/tirupati generalinfo.jsp
Map
TIR is located in Andhra Pradesh
TIR
TIR
TIR is located in India
TIR
TIR
ରନବେ
ଦିଗ ଲମ୍ବ ଭୂମି
ft m
08/26 7,500 2,286 Asphalt
Statistics (Apr 2015 - Mar 2016)
Passenger Movements 3,71,060(increase51.4%)
Source: AAI,[୧][୨][୩]

ତିରୁପତି ବିମାନ ବନ୍ଦର, (IATA: TIRICAO: VOTP) ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶର ତିରୁପତିଠାରେ ଥିବା ବିନାମ ବନ୍ଦର । ଏହା ତିରୁପତିର ଉପାଶହରାଞ୍ଚଳ ରେନୀଗୁନ୍ତାଠାରେ ଅବସ୍ଥିତ । ଏହା ତିରୁପତି ସହରରୁ 14କିଲୋମିଟର ଓ ତିରୁମାଳା ମନ୍ଦିରରୁ 39 କିଲୋମିଟର ଦୂରରେ ରହିଛି । 

ଇତିହାସ [ସମ୍ପାଦନା]

ତିରୁପତି ବିମାନ ବନ୍ଦର 1976 ମସିହାରେ ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ନରସିଂହ ରାଓଙ୍କଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ ହେଇ ନିର୍ମିତ ହେଇଥିଲା .1999 ମସିହାରେ ପୁନର୍ନିର୍ମିତ ବିନାନ ବନ୍ଦର ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କଦ୍ୱାରା ଶୁଭାରମ୍ଭ କରଯାଇଥିଲା । ଏହି ପୁନର୍ନିର୍ମାଣରେ 11 କୋଟି ଟଙ୍କା 1993 ମସିହାରୁ ଖରଚ କରାଯାଇଥିଲା । 

ଗରୁଡ ଟର୍ମିନାଲ [ସମ୍ପାଦନା]

 ଆଗରୁ ଥିବା ଟର୍ମିନାଲ ସହ ନୂତନ ଭାବେ  ଗରୁଡ ଟର୍ମିନାଲ ଯାହାର ଆୟତନ 16,500 ବର୍ଗମିଟର ,ତାହାକୁ 175 କୋଟି ଟଙ୍କାରେ ନିର୍ମାଣ କରାଯାଇଥିଲା । ଏହି ଟର୍ମିନାଲରେ 500 ଘରେଇ ଯାତ୍ରୀ ଓ 200 ଅନ୍ତର୍ଜାତିକ ଯାତ୍ରୀ ଏକସମୟରେ ବ୍ୟବହାର ପାଇଁ ଯୋଗ୍ୟ  । [୪]ଏହି ନୂତନ ଟର୍ମିନାଲ 2012[୫][୬][୭]ରେ ନିର୍ମିତ ହେଇଥିଲା ଓ ଏହା 2015 ଅକ୍ଟୋବର 22ରେ ଭାରତୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ[୮]ଙ୍କଦ୍ୱାରା ଉଦଘାଟିତ ହେଇଥିଲା । ଏହାକୁ ଅନ୍ତର୍ଜାତିକ ସ୍ତର ବିମାନ ବନ୍ଦର କରିବାକୁ ଯୋଜନା ରହିଛି । [୯]

ଏୟାର ଲାଇନ ସମୂହ ଓ ଗନ୍ତବ୍ୟ ସ୍ଥଳୀ [ସମ୍ପାଦନା]

ବିମାନ ସେବା ଗନ୍ତବ୍ୟ 
Air Carnival Coimbatore
Air Costa Hyderabad
Air India Delhi, Hyderabad
SpiceJet Hyderabad, Vijayawada, Visakhapatnam
TruJet Aurangabad, Hyderabad , Cochin (Seasonal)

ଘଟନା ଓ ଦୁର୍ଘଟଣା [ସମ୍ପାଦନା]

17 ସେପ୍ଟେମ୍ବର 2016ରେ ଏକ ସ୍ପାଇସ ଜେଟ ବିମାନ ରାନୱେରେ ତଳକୁ ଗାଡି ଦୁର୍ଘଟଣା ଗ୍ରସ୍ତ ହେଇଥିଲା , ମାତ୍ର ଏଥିରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ରହିଥିଲେ । [୧୦]

15 ନଭେମ୍ବର 1993ରେ ଏୟାର ଇଣ୍ଡିଆର ଏକ ବିମାନ ଏହା ନିକଟରେ କ୍ଷେତ ଭିତର ଅବତରଣ କରିବାକୁ ବାଧ୍ୟ ହେଇଥିଲା । କେହି ମୃତହତ ହେଇନଥିଲେ ମଧ୍ୟ ବିମାନଟି ଦ୍ୱଂଶ ହେଇଯାଇଥିଲା । [୧୧][୧୨][୧୩]

ଆଧାର  ସମୂହ [ସମ୍ପାଦନା]

  1. "Traffic Statistics-2016" (PDF). AAI. Retrieved 2 May 2016.
  2. "Aircraft Movements-2016" (PDF). AAI. Retrieved 2 May 2016.
  3. "Cargo Statistics-2016" (PDF). AAI. Retrieved 2 May 2016.
  4. "Prime Minister Narendra Modi to inaugurate new terminal of Tirupati airport tomorrow". The Economic Times. 21 October 2015.
  5. "Complete works before Oct. 15: AAI Chairman". The Hindu. 11 October 2015.
  6. "PM Lays Foundation Stone for New Integrated Terminal at Tirupati Airport". Press Information Bureau. 1 September 2010.
  7. "Int'l status for Tirupati airport still a dream". New Indian Express.
  8. "Govt determined to strengthen tourism infrastructure: PM". The Hindu. 22 October 2015.
  9. "PM lays foundation stone for Tirupati International Airport". NDTV.
  10. "Lucky escape for SpiceJet passengers". The Hindu. 18 September 2016.
  11. "Blowing the wind". Telegraph India. 17 October 2010.
  12. "Major air crashes in India in two decades". New Indian Express. 22 May 2010.
  13. "Civil aviation accident summary". DGCA. 22 May 2010. http://dgca.nic.in/accident/acc93.pdf. 

ବାହ୍ୟ ସଂଯୋଗ [ସମ୍ପାଦନା]