Jump to content

ତାରା (ଆସାମର ଅଭିନେତ୍ରୀ)

ଉଇକିପିଡ଼ିଆ‌ରୁ
ତାରା
ଜନ୍ମ୩ ଅଗଷ୍ଟ ୧୯୪୪ Edit this on Wikidata
ମୃତ୍ୟୁ୧୯ ମଇ ୨୦୦୭ Edit this on Wikidata (ବୟସ ୬୨)
ବୃତ୍ତିଅଭିନେତ୍ରୀ, କଥାଚିତ୍ର ଅଭିନେତା Edit this on Wikidata

ତାରା (୩ ଅଗଷ୍ଟ ୧୯୪୪ - ୧୯ ମଇ ୨୦୦୭) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ଅହମିୟା ଭାଷାର କଥାଚିତ୍ରରେ କାମ କରନ୍ତି । ସେ ମଣିପୁରୀ, ପଞ୍ଜାବୀ ଓ ହିନ୍ଦୀ କଥାଚିତ୍ରରେ ମଧ୍ୟ କାମ କରିଛନ୍ତି । ସେ ପାଖାପାଖି ୫୦ରୁ ଅଧିକ ବର୍ଷ ଧରି କଥାଚିତ୍ର ଜଗତରେ ସକ୍ରିୟ ଅଛନ୍ତି । ୧୯୮୮ ମସିହାରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା କଥାଚିତ୍ର ହଲଦିଆ ଚୋରାୟେ ବାଓଧନ ଖାଇରେ ଅଭିନୟ ପାଇଁ ସେ ଜଣାଶୁଣା । ୨୦୧୭ ମସିହାର ମଇ ୧୯ ତାରିଖରେ ସେ ଆସାମଗୁଆହାଟୀରେ ମୃତ୍ୟୁବରଣ କରିଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • କାହାନୀ ଗୁଡ଼ିୟା କି (୨୦୦୭)
  • ବନାରସ (୨୦୦୬)
  • ଜୀ ଆୟାନ ନୁ (୨୦୦୩)
  • ମୀମାନକ୍ସା (୧୯୯୪)
  • ଇଶାନୋଉ (୧୯୯୦)
  • ଅଜଲା କୋକଇ (୧୯୮୯)
  • କୋଲାହଲ (୧୯୮୮)
  • ହଲଦିଆ ଚୋରାୟେ ବାଓଧନ ଖାଇ (୧୯୮୭)
  • ସନ୍ଧ୍ୟା ରାଗ (୧୯୭୭)
  • ଅରଣ୍ୟ (୧୯୭୧)
  • ଅପରାଜେୟ (୧୯୭୦)
  • ଡ. ବେଜବାରୁୱା (୧୯୬୯)
  • ମରମ ତୃଷ୍ଣା (୧୯୬୮)
  • ଇଟୋ ସିଟୋ ବହୁଟୋ (୧୯୬୩) ବ
  • ଶକୁନ୍ତଲା (୧୯୬୧)
  • ରଙ୍ଗା ପୋଲିସ୍ (୧୯୫୮)
  • ମାକ ଆରୁ ମରମ (୧୯୫୭)

ବାହାର ଲିଙ୍କ୍

[ସମ୍ପାଦନା]
  • ଇଣ୍ଟରନେଟ ମୁଭି ଡାଟାବେସରେ Tara