ତାଜଦାର ବାବର
ଦେଖଣା
ତାଜଦାର ବାବର | |
|---|---|
| ବିଧାୟିକା: ଦିଲ୍ଲୀ ବିଧାନ ସଭା | |
| କାର୍ଯ୍ୟକାଳ ୧୯୯୩–୨୦୦୮ | |
| ନିର୍ବାଚନ ମଣ୍ଡଳୀ | ମିଣ୍ଟୋ ରୋଡ୍ |
| ଉପ ସଭାପତି: ଦିଲ୍ଲୀ ମହାନଗର ପରିଷଦ | |
| କାର୍ଯ୍ୟକାଳ ୧୯୮୩–୧୯୮୯ | |
| ସଦସ୍ୟ: ଦିଲ୍ଲୀ ମହାନଗର ପରିଷଦ | |
| କାର୍ଯ୍ୟକାଳ ୧୯୮୩–୧୯୮୯ | |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୭ ଅଗଷ୍ଟ ୧୯୩୬ |
| ମୃତ୍ୟୁ | ୨ ଅକ୍ଟୋବର ୨୦୨୧ (ବୟସ ୮୫) ମାଲବିୟ ନଗର, ଦିଲ୍ଲୀ, ଭାରତ |
ତାଜଦାର ବାବର (୧୮ ଅଗଷ୍ଟ ୧୯୩୬ – ୨ ଅକ୍ଟୋବର ୨୦୨୧)[୧][୨] ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ଦିଲ୍ଲୀ ବିଧାନ ସଭାର ୧ମ, ୨ୟ ଓ ୩ୟ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ କର୍ମକର୍ତ୍ତା ଭାବରେ ରାଜନୀତିରେ ସକ୍ରିୟ ଥିଲେ ଏବଂ ମିଣ୍ଟୋ ରୋଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୩] ୨ ଅକ୍ଟୋବର ୨୦୨୧ରେ, ସେ ଦିଲ୍ଲୀରେ ମୃତ୍ୟୁବରଣ କରିଥିଲେ ।[୪][୫][୬][୭]
ଆଧାର
[ସମ୍ପାଦନା]- ↑ "Delhi Legislative Assembly". delhiassembly.nic.in.
- ↑ "Tajdar Babar (72) Congress Minto Road". Hindustan Times (in ଇଂରାଜୀ). 6 November 2008. Retrieved 2 October 2021.
- ↑ "Minto Road Assembly Constituency Election Result - Legislative Assembly Constituency". resultuniversity.com.
- ↑ "Former Delhi Congress chief Tajdar Babar passes away; Rahul Gandhi pays tribute". Free Press Journal (in ଇଂରାଜୀ). Retrieved 2021-10-05.
- ↑ Kumar Kunal (October 2, 2021). "Veteran Congress leader Tajdar Babar passes away". India Today (in ଇଂରାଜୀ). Retrieved 2021-10-05.
- ↑ "Veteran Delhi Congress leader Tajdar Babar no more". Hindustan Times (in ଇଂରାଜୀ). 2021-10-02. Retrieved 2021-10-05.
- ↑ NETWORK, GK NEWS. "Srinagar-born Congress leader Tajdar Babar passes away". Greater Kashmir (in ଇଂରାଜୀ). Retrieved 2021-10-05.