ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ

ଉଇକିପିଡ଼ିଆ ରୁ
Jump to navigation Jump to search
ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ
ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ
ଅବସ୍ଥାନ
କେନ୍ଦ୍ରାପଡା, ଓଡ଼ିଶା, ଭାରତ
ବିବରଣୀ
Type ଉଚ୍ଚ ବିଦ୍ୟାଳୟ
ପ୍ରତିଷ୍ଠା ୧୮୬୦
ଅଧ୍ୟକ୍ଷ ମାନୋରମା ମିଶ୍ର[୧]
ପ୍ରଧାନ ଶିକ୍ଷକ ପ୍ରଧାନ ଶକ୍ଷକ
କର୍ମଚାରୀ ୧୩
ଶିକ୍ଷକଗଣ
ଶ୍ରେଣୀ ଷଷ୍ଠରୁ ଦଶମ
Affiliation ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାରେ ଅବସ୍ଥିତ । ଏହା ଉଭୟ ତଳକୁସୁମା ଓ ଗୋବିନ୍ଦପୁର ଗ୍ରାମରେ ଅବସ୍ଥିତ । [୨]

ତଥ୍ୟ[ସମ୍ପାଦନା]

ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଯାଏଁ ପିଲା ପଢନ୍ତି । ଏଠାରେ ମୋଟ ୯ ଜଣ ଶିକ୍ଷକ ଶିକ୍ଷ୍ୟୟତ୍ରୀ ଅଛନ୍ତି ।

ଇତିହାସ[ସମ୍ପାଦନା]

୧୯୬୦ ମସିହାରେ ଏହି ବିଦ୍ୟାଳୟଟି ବୈଷ୍ନବ ଚରଣ ମହାନ୍ତିଙ୍କଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ।

ପରିସର ଓ କୋଠାବାଡି[ସମ୍ପାଦନା]

ଏହି ବିଦ୍ୟାଳୟରେ ମୋଟ ପାଞ୍ଚୋଟି ଘର ଅଛି । ଖେଳ ପଡିଆ ଓ ପାଠାଗାର ଅଛି।[୩]

ବିଦ୍ୟାଳୟ କାର୍ଯ୍ୟକଳାପ[ସମ୍ପାଦନା]

ଖେଳ[ସମ୍ପାଦନା]

ବିଦ୍ୟାଳୟରେ ଖୋ ଖୋ , କ୍ରିକେଟ, ଫୁଟବଲ, କବାଡି ଇତ୍ୟାଦି ଖେଳାଯାଏ । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ତଜିଲ୍ଲା ଏବଂ ଅନ୍ତରାଜ୍ୟ ସ୍ତରରେ ବିଭିନ୍ନ ଖେଳରେ ଭାଗ ନିଅନ୍ତି ।

କମ୍ପୁଟର ଶିକ୍ଷା[ସମ୍ପାଦନା]

ବିଦ୍ୟାଳୟରେ ମୋଟ ବାରୋଟି କମ୍ପୁଟର ଅଛି । ପିଲାମାନଙ୍କୁ ପିଜିଡ଼ିସିଏ ଶିକ୍ଷା ଦିଆଯାଇଥାଏ ।

ଜଣାଶୁଣା ଛାତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]