Jump to content

ତଲ୍ଲାବଜ୍ଜୁଲ ସୁନ୍ଦରମ୍

ଉଇକିପିଡ଼ିଆ‌ରୁ
ତଲ୍ଲାବଜ୍ଜୁଲ ସୁନ୍ଦରମ୍
ଜନ୍ମ(1950-10-29)୨୯ ଅକ୍ଟୋବର ୧୯୫୦
ଓଙ୍ଗୋଲେ, ଆନ୍ଧ୍ର ପ୍ରଦେଶ, ଭାରତ
ମୃତ୍ୟୁ୨୧ ମାର୍ଚ୍ଚ ୨୦୨୨(2022-03-21) (ବୟସ ୭୧)
ବୃତ୍ତିସମୂହ
  • ମଞ୍ଚ ଅଭିନେତା
  • ନିର୍ଦ୍ଦେଶକ
  • ଲେଖକ
ବୈବାହିକ-ସାଥୀସିରିଶା

ତଲ୍ଲାବଜ୍ଜୁଲ ସୁନ୍ଦରମ୍ (୨୯ ଅକ୍ଟୋବର ୧୯୫୦ – ୨୧ ମାର୍ଚ୍ଚ ୨୦୨୨) ଜଣେ ତେଲୁଗୁ ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଓ ଲେଖକ ।[][]

ଜୀବନୀ

[ସମ୍ପାଦନା]

ସୁନ୍ଦରମ୍ ୧୯୫୦ ମସିହାର ଅକ୍ଟୋବର ୨୯ ତାରିଖରେ ଆନ୍ଧ୍ର ପ୍ରଦେଶର ଓଙ୍ଗୋଲେରେ ଜନ୍ମଗ୍ରହଣ କରିଥିଲେ । ସେ ବିଜ୍ଞାନରେ ସ୍ନାତକ ଶେଷ କରିବା ପରେ, ଓସ୍‌ମାନିଆ ବିଶ୍ୱବିଦ୍ୟାଳୟରୁ ପର୍‌ଫର୍ମିଂ ଆର୍ଟସ୍‌ରେ ପିଜି ଡିପ୍ଲୋମା କରିଥିଲେ । ହାଇଦ୍ରାବାଦରେ ଅବସ୍ଥାପିତ ହେବା ପରେ, ସେ ଡ୍ରାମା ଲେଖକ ଭାବରେ ଓ ଜଣେ ଅଭିନେତା ଭାବରେ କାମ କରିଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ସିରିଶାଙ୍କୁ ବିବାହ କରିଛନ୍ତି, ଯିଏକି ତାଙ୍କ ମୃତ୍ୟୁର ଚାରି ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି । ୨୦୨୨ ମସିହାର ମାର୍ଚ୍ଚ ୨୧ ତାରିଖରେ, ସେ ହାଇଦ୍ରାବାଦରେ ୭୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

  1. ୧.୦ ୧.୧ Sundaram Master: నవలాలోకంలో నిశీధి.. గుండెపోటుతో తుదిశ్వాస విడిచిన సుందరం మాస్టారు [Sundaram Master: Nishidhi in the world of novel.. Sundaram Master dies of heart attack]. tv9telugu.com (in ତେଲୁଗୁ). 22 March 2022. Retrieved 2022-03-22.
  2. "Sundaram Master is dead! .. Prabhu Deva killed his father Kadara Ayya .. What is the real story?". The News Glory (in ଇଂରାଜୀ). 22 March 2022. Archived from the original on 2022-04-16. Retrieved 2022-03-22.