Jump to content

ତପସ୍ୱୀ ମେହଟା

ଉଇକିପିଡ଼ିଆ‌ରୁ
ତପସ୍ୱୀ ମେହଟା
ଜନ୍ମ (1993-01-17) ୧୭ ଜାନୁଆରୀ ୧୯୯୩ (ବୟସ ୩୩)
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତା
  • ସିନେମାଟୋଗ୍ରାଫର
  • କଣ୍ଠଶୀଳ୍ପି
ସକ୍ରିୟ ବର୍ଷ୨୦୦୬–୨୦୧୩
ବୈବାହିକ-ସାଥୀପଲକ ଜୈନ (ବିବାହ: ୨୦୧୯)[]

ତପସ୍ୱୀ ମେହଟା (ଜନ୍ମ: ୧୭ ଜାନୁଆରୀ ୧୯୯୩) ଜଣେ ଭାରତୀୟ ଅଭିନେତା, ନିର୍ଦ୍ଦେଶକ, ସିନେମାଟୋଗ୍ରାଫର ଓ କଣ୍ଠଶିଳ୍ପୀ ।[] ସେ ହିନ୍ଦୀ ଧାରାବାହିକ ଇଶାନରେ ଅଭିନୟ କରିବା ପାଇଁ ଜଣାଶୁଣା ।[]

ଅଭିନୟ ଜୀବନ

[ସମ୍ପାଦନା]

ସେ ୧୨ ବର୍ଷ ବୟସରେ ଏକ ବିଜ୍ଞାପନ ଏସ୍ସେଲ ୱାଲ୍‌ଡ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେହି ବର୍ଷ, ସେ ଜୀ ଟିଭିରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ରାବଣରେ ଅଭିନୟ କରିଥିଲେ । ଏହାପରେ, ସେ ଇଶାନ, ମହିମା ଶନି ଦେବ କୀ, ତୁଝକୋ ହୈ ସମାଲ ଜିନ୍ଦେଗୀ, ଏକ ସଫର ଐସା କଭି ସୋଚା ନା ଥାପରବରିଶ – କୁଛ ଖଟ୍ଟୀ କୁଛ ମିଠୀ ଆଦିରେ କାମ କରିଥିଲେ ।

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା
୨୦୦୫–୨୦୦୬ରାବଣରାବଣ
୨୦୦୭ତୁଝକୋ ହୈ ସମାଲ ଜିନ୍ଦେଗୀହିରୋ
୨୦୦୮ଏକ ସଫର ଐସା କଭି ସୋଚା ନା ଥାଗୋଲୁ
ମହିମା ଶନି ଦେବ କୀଶନି
୨୦୦୯–୨୦୧୧ଇଶାନଇଶାନ
୨୦୧୧–୨୦୧୩ପରବରିଶ – କୁଛ ଖଟ୍ଟୀ କୁଛ ମିଠୀରକି
  1. "Newlyweds Palak Jain and Tapasvi Mehta honeymoon in New Zealand. See adorable pics". India Today. 15 February 2019.
  2. Sudevan, Praveen (12 June 2021). "Actor Asha Negi and director Tapasvi Mehta talk about their new show 'Khwabon Ke Parindey'". The Hindu via www.thehindu.com.
  3. Kumari, Swati (13 May 2010). "SRK's musical yaari". Mid Day. Retrieved 3 March 2013.