ତପସ୍ୱିନୀ

ଉଇକିପିଡ଼ିଆ ରୁ
(ତପସ୍ବିନୀ ରୁ ଲେଉଟି ଆସିଛି)
Jump to navigation Jump to search
ତପସ୍ୱିନୀ  
ଲେଖକଗଙ୍ଗାଧର ମେହେର
ଭାଷାଓଡ଼ିଆ
ବିଭାଗକବିତା ସଙ୍କଳନ
ପ୍ରକାଶକନାଳନ୍ଦା, ବିନୋଦବିହାରୀ, କଟକ
ପୃଷ୍ଠା୧୬୧

ତପସ୍ୱିନୀ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କଦ୍ୱାରା ରଚିତ ଏକ କାବ୍ୟ ସଙ୍କଳନ ।[୧] ଏହାର ରଚନା ୧୯୧୩ ମସିହାରେ ସମାପ୍ତ ହୋଇଥିଲା ଏବଂ ୧୯୧୪ ମସିହାରେ ପ୍ରକାଶିତ ହୋଇଥିଲା । ଏଗାରଟି ସର୍ଗରେ ସମୃଦ୍ଧ ଏହି କାବ୍ୟଗ୍ରନ୍ଥଟିରେ ରାମ ଓ ସୀତାଙ୍କର ଜୀବନ ଓ ଆଦର୍ଶ ବର୍ଣ୍ଣନା କରାଯାଇଛି ।[୨] 'କରୁଣ ରସ'ରେ ଏହି କାବ୍ୟଟି ରଚିତ ।[୩] [୪] ପ୍ରଣବ ରଞ୍ଜନ ଭୂୟାଁ, ପୁସ୍ତକଟିକୁ ଇଂରାଜୀରେ ଅନୁବାଦ କରିଛନ୍ତି ।[୫]

ପୁସ୍ତକଟି, ଶ୍ରୀମାନ ରାମନାରାୟଣ ମିଶ୍ରଙ୍କୁ ଉତ୍ସର୍ଗୀକୃତ କରିଯାଇଛି ।

ଆଧାର[ସମ୍ପାଦନା]

  1. Gaçngåadhara Mehera; Jayanta Mahapatra (1998). Tapaswini: A Poem. Orissa Sahitya Akademi.
  2. Namita Gokhale (15 October 2009). In Search Of Sita: Revisiting Mythology. Penguin Books Limited. pp. 220–. ISBN 978-93-5118-420-1.
  3. http://www.navratnanews.com/ebook/The%20Banished.pdf
  4. ପ୍ରାଧ୍ୟାପକ ରାଜ କୁମାର ନାୟକ, ଓଡ଼ିଶା ରିଭିୟୁ, ୨୦୧୦ ସେପ୍ଟେମ୍ବର, ପ୍ରବନ୍ଧ: 'Gangadhar Meher: A Comparative Figure to Sanskrit Literature
  5. Gaṅgādhara Mehera (2005). The Tapaswinee. Atlantic Publishers & Dist. ISBN 978-81-269-0412-9.