Jump to content

ତନସା ନଦୀ

ଉଇକିପିଡ଼ିଆ‌ରୁ

Coordinates: 19°32′N 72°53′E / 19.533°N 72.883°E ତନସା ନଦୀ,  ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ନିକଟରେ ଥିବା ଏକ ନଦୀ । ଏଥିରେ ଏକ ବୃହତ ବାରେଜ ନିର୍ମାଣ କରି ତନସା ହ୍ରଦ ନିର୍ମାଣ କରାଯାଇଛି । ଏହି ହ୍ରଦରୁ ମୁମ୍ବାଇ ସହରକୁ ପାନୀଯ ଜଳ ଯୋଗାଣ ହେଇଥାଏ । ଏହା 1982 ମସିହାରେ ନିର୍ମିତ ହେଇଥିଲା । ଏହି ବାରେଜ 2 ମାଇଲ ଲମ୍ବ ଓ 118 ଫୁଟ ଉଛ । ଏହାର ତଳର ପ୍ରସ୍ଥ 30 ମିଟର । ଏହି ବନ୍ଧରେ 1.31 ଘାନା କିଲୋମିଟର ଜଳ ରହୁଥିବାର ଆକଳନ କରାଯାଇଛି । ଏହାର 38ଟି ସ୍ପିଲୱେ ଗେଟ ରହିଛି । 

ଆଧାର 

[ସମ୍ପାଦନା]

Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)