ଡୋରି ଲାଗିଛି କାଳିଆ ପାଖେ
ଦେଖଣା
| ଡୋରି ଲାଗିଛି କାଳିଆ ପାଖେ | |
|---|---|
| ନିର୍ଦ୍ଦେଶକ | ଅମରେଶ ପତି |
| ପ୍ରଯୋଜକ | ସଞ୍ଜୀବ ଦ୍ୱିବେଦୀ |
| ସଂଳାପ | ସୁନୀଲ କୁମାର ପରିଡ଼ା |
| ଚିତ୍ରନାଟ୍ୟ | ସୁନୀଲ କୁମାର ପରିଡ଼ା |
| କଳାକାର | ଇଶା ବିକ୍ରମ କେଶରୀ ମହାନ୍ତି ନମ୍ରତା ଦାସ ଅର୍ପଣ ମିଶ୍ର |
| ସଙ୍ଗୀତ | ବିନାୟକ ପଣ୍ଡା |
| ଚିତ୍ରଗ୍ରହଣ | ସର୍ବେଶ୍ୱର ଦାଶ |
| ସମ୍ପାଦକ | ତାପସ |
| ବିତରକ | ତରଙ୍ଗ ଟିଭି ତରଙ୍ଗ ପ୍ଲସ୍ |
ମୁକ୍ତିଲାଭ ତାରିଖ | ୧୯ ଜୁଲାଇ ୨୦୨୬ |
| ଦେଶ | |
| ଭାଷା | ଓଡ଼ିଆ |
ଡୋରି ଲାଗିଛି କାଳିଆ ପାଖେ ୨୦୨୬ ମସିହାରେ ଟେଲିଭିଜନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୀବ ଦ୍ୱିବେଦୀ । ସୁନୀଲ କୁମାର ପରିଡ଼ା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅମରେଶ ପତି । ସଙ୍ଗୀତକାର ସର୍ବେଶ୍ୱର ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଇଶା, ବିକ୍ରମ କେଶରୀ ମହାନ୍ତି, ନମ୍ରତା ଦାସ, ଅର୍ପଣ ମିଶ୍ର, ଲିକୁନ, ଭକ୍ତି, ଆନି, ପପୁ, ପ୍ରିୟଙ୍କା, ଗୁଞ୍ଜନ ଜୟରାମ, ହାପୁ, ରଶ୍ମି ରଞ୍ଜନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୯ ଜୁଲାଇ ୨୦୨୬ରେ ଏହି କଥାଚିତ୍ରଟି ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ଇଶା
- ବିକ୍ରମ କେଶରୀ ମହାନ୍ତି
- ନମ୍ରତା ଦାସ
- ଅର୍ପଣ ମିଶ୍ର
- ଲିକୁନ
- ଭକ୍ତି
- ଆନି
- ପପୁ
- ପ୍ରିୟଙ୍କା
- ଗୁଞ୍ଜନ ଜୟରାମ
- ହାପୁ
- ରଶ୍ମି ରଞ୍ଜନ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସର୍ବେଶ୍ୱର ଦାଶ । ଗୀତିକାର ପ୍ରକାଶ ଚନ୍ଦ୍ର ଜେନା ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|---|---|
| 1. | "ଚିଠି ଲାଗିଛି ମୋ ଚକା ଆଖିକି" | |
| 2. | "ରେ ସମୟ" |
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଡୋରି ଲାଗିଛି କାଳିଆ ପାଖେ