Jump to content

ଡେନୋସୁମାବ

ଉଇକିପିଡ଼ିଆ‌ରୁ
ଡେନୋସୁମାବ
Denosumab injection
Monoclonal antibody
TypeWhole antibody
SourceHuman
TargetRANK ligand
Clinical data
Trade namesProlia, Xgeva
SynonymsAMG-162
AHFS/Drugs.commonograph
MedlinePlusa610023
data
Pregnancy
category
  • AU: D
  • US: N (Not classified yet)
    Routes of
    administration
    Subcutaneous injection
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    Pharmacokinetic data
    BioavailabilityN/A
    Metabolismproteolysis
    Chemical and physical data
    FormulaC6404H9912N1724O2004S50
    Molar mass୧,୪୪,୭୨୨.୮0 g·mol−1
      (verify)

    ଡେନୋସୁମାବ, ବିକ୍ରୟ ନାମମାନ ଯଥାକ୍ରମେ ପ୍ରୋଲିଆ ଏବଂ ଏକ୍ସଗେଭା (Xgeva), ଏକ ଔଷଧ ଯାହା ଓଷ୍ଟିଓପୋରୋସିସ୍, ହାଡ କର୍କଟ ଏବଂ କର୍କଟ ରୋଗ ଜନିତ ହାଇପରକ୍ୟାଲସେମିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଏହା ଦିଆଯାଏ ।[] ଏହା ସ‌ହିତ କ୍ୟାଲସିୟମ ପରିପୂରକ ଏବଂ ଭିଟାମିନ୍ ଡି ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେଲୁଲାଇଟିସ୍, କମ୍ କ୍ୟାଲସିୟମ୍, ଆଲର୍ଜି ପ୍ରତିକ୍ରିୟା ଏବଂ ଅଧଃ ହନୁହାଡ଼ ତ‌ଥା ଉର୍ଦ୍ଧ୍ୱ ହନୁହାଡ଼ () ନଷ୍ଟ

    (osteonecrosis of the jaw) ହୋଇଯାଏ । [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ରାଙ୍କ୍ଲ(RANKL) ସ‌ହିତ ସଂଲଗ୍ନ ହୋଇ ହାଡ଼ ଭାଙ୍ଗୁଥିବା ଓଷ୍ଟିଓକ୍ଲାଷ୍ଟ ସଂଖ୍ୟାକୁ ପ୍ରତିରୋଧ କରି ହ୍ରାସ କରିଥାଏ ।[]

    ୨୦୧୦ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡେନୋସୁମାବ ସୁପାରିସ ହୋଇଥିଲା ।[][] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ଏହାର ୬୦ ମିଗ୍ରା ଔଷଧର ମୂଲ୍ୟ ପ୍ରାୟ £୧୮୦ ଥିଲା। । [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ୧୨୫୦ ଡଲାର ଥିଲା ।[]

    1. 1 2 3 "Denosumab Monograph for Professionals". Drugs.com (in ଇଂରାଜୀ). Archived from the original on 30 April 2021. Retrieved 23 December 2021.
    2. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 776. ISBN 978-0857114105.
    3. 1 2 3 4 "Prolia". Archived from the original on 16 September 2021. Retrieved 23 December 2021.
    4. "Prolia Prices, Coupons & Savings Tips - GoodRx". GoodRx. Archived from the original on 8 October 2021. Retrieved 23 December 2021.