ଡେଙ୍ଗୁ ଟିକା

ଉଇକିପିଡ଼ିଆ‌ରୁ
ଡେଙ୍ଗୁ ଟିକା
Vaccine description
Target diseaseDengue fever
TypeAttenuated virus
Clinical data
Trade namesDengvaxia
SynonymsCYD-TDV
AHFS/Drugs.commonograph
data
Routes of
administration
Subcutaneous injection
Legal status
Legal status

ଡେଙ୍ଗୁ ଟିକା ହେଉଛି ଏକ ଟିକା ଯାହା ମଣିଷ ଦେହରେ ହେଉଥିବା ଡେଙ୍ଗୁ ଜ୍ୱରକୁ ରୋକିବା ପାଇଁ ବ୍ୟବହୃତ ହୁଏ | [୧] ୨୯୧୯ ମସିହା ସୁଦ୍ଧା ସିୱିଡି-ଟିଡିଭି (CYD-TDV) ନାମକ ଏହାର ଏକ ସଂସ୍କରଣ ଉପଲବ୍ଧ ଅଛି ଯାହା ଡେଙ୍ଗଭାକ୍ସିଆ (Dengvaxia) ନାମରେ ବିକ୍ରୟ ହେଉଛି ।[୨] ଏହି ଟିକା କେବଳ ସେହିମାନଙ୍କ ପାଇଁ ସୁପାରିଶ କରାଯାଏ ଯେଉଁମାନଙ୍କର ଡେଙ୍ଗୁ ଜ୍ୱର ହୋଇଥିଲା କିମ୍ବା ଯେଉଁଠାରେ ଅଧିକାଂଶ ଲୋକ ପୂର୍ବରୁ ସଂକ୍ରମିତ ହୋଇଥିଲେ। [୩] ଏହି ଟୀକାକରଣର ମହତ୍ୱ ସୀମିତ କାରଣ ଏହାଦ୍ୱାରା ପୂର୍ବରୁ ସଂକ୍ରମିତ ହୋଇନଥିବା ଲୋକଙ୍କଠାରେ ଭୟଙ୍କର ଡେଙ୍ଗୁ ହେବାର ଆଶଙ୍କା ଥାଏ । [୪] [୩] ଏହାର ତିନୋଟି ଇଞ୍ଜେକ୍ସନ ଏକ ବର୍ଷ ମଧ୍ୟରେ ଦିଆଯାଏ | [୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଇଞ୍ଜେକସନ ନେବା ସ୍ଥାନରେ କଷ୍ଟ ଓ ମାଂସପେଶୀ ଯନ୍ତ୍ରଣା ହୁଏ । ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେଆନାଫାଇଲାକ୍‌ସିସ ହୁଏ । ସ୍ୱଳ୍ପ ଇମ୍ମ୍ୟୁନିଟି ଥିବା ଲୋକଙ୍କୁ ଏହା ଦିଆଯାଏ ନାହିଁ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ଡେଙ୍ଗଭାକ୍ସିଆ ଏକ ଦୁର୍ବଳୀକୃତ ଜିବନ୍ତ ଟିକା ଯାହା ୪ ପ୍ରକାର ଡେଙ୍ଗୁ ଭୂତାଣୁ ବିରୁଦ୍ଧାର ଇମ୍ମ୍ୟୁନିଟି ସୃଷ୍ଟି କରିଥାଏ । [୬]

୨୦୧୬ ମସିହା ସୁଦ୍ଧା ଏଗାରଟି ଦେଶରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଡେଙ୍ଗୁ ଟିକା ସ୍ୱୀକୃତ ହୋଇଛି [୭] ଓ ଯୁକ୍ତରାଷ୍ଟରେ ୨୦୧୯ରେ ଏହା ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଛି ।[୮] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାର ଏହାର ନାମ ଅଛି । [୯] ଇଣ୍ଡୋନେସିଆରେ ୨୦୧୬ରେ ଏହାର ତିନି ମାତ୍ରା ଇଞ୍ଜେକସନ ମୂଲ୍ୟ ୨୦୭ ଆମେରିକୀୟ ଡଲାର ଥିଲା । [୧୦] ଡେଙ୍ଗୁ ଟିକା ୧୯୨୦ ମସିହାରେ ବିକଶିତ ହୋଇଥିଲା କିନ୍ତୁ ସମସ୍ତ ଚାରି ପ୍ରକାର ଡେଙ୍ଗୁ ନିମନ୍ତେ ଇମ୍ମ୍ୟୁନିଟି ସୃଷ୍ଟି କରିବାକୁ ଅପେକ୍ଷା କରାଯାଇଥିଲା । [୧୧] ବିକାଶ ପଥରେ ଥିବା ଅନ୍ୟାନ୍ୟ ଟିକାମାନଙ୍କର ନାମ ଲାଇଭ ଆଟେନୁଏଟେଡ ଇନଆକ୍ଟିଭେଟେଡ, ଡିଏନଏ ଓ ସବୟୁନିଟ ଟିକା ।

ଅଧାର[ସମ୍ପାଦନା]

  1. "Dengue Vaccine Live Monograph for Professionals". Drugs.com. Retrieved 14 November 2019.
  2. World Health Organization (September 2018). "Dengue vaccine: WHO position paper – September 2018". Weekly Epidemiological Record. 93 (36): 457–76. {{cite journal}}: Unknown parameter |lay-url= ignored (help)
  3. ୩.୦ ୩.୧ World Health Organization (September 2018). "Dengue vaccine: WHO position paper – September 2018". Weekly Epidemiological Record. 93 (36): 457–76. hdl:10665/274316. {{cite journal}}: Unknown parameter |lay-url= ignored (help)
  4. Redoni M, Yacoub S, Rivino L, Giacobbe DR, Luzzati R, Di Bella S. (February 2020). "Dengue: Status of current and under-development vaccines". Reviews in Medical Virology: e2101. doi:10.1002/rmv.2101. PMID 32101634.{{cite journal}}: CS1 maint: multiple names: authors list (link)
  5. "Dengue Vaccine Live Monograph for Professionals". Drugs.com. Retrieved 14 November 2019.
  6. "First FDA-approved vaccine for the prevention of dengue disease in endemic regions" (Press release). 1 May 2019. Archived from the original on 6 December 2019. Retrieved 14 November 2019. This article incorporates text from this source, which is in the public domain.
  7. "Sanofi's dengue vaccine approved in 11 countries". Reuters. 2016. Retrieved 13 August 2017.
  8. "Dengvaxia". U.S. Food and Drug Administration (FDA). 21 May 2019. STN 125682. Archived from the original on 6 December 2019. Retrieved 6 December 2019. This article incorporates text from this source, which is in the public domain.
  9. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  10. "Dengue Fever Vaccine Available in Indonesia". 17 October 2016.
  11. McArthur, MA; Sztein, MB; Edelman, R (August 2013). "Dengue vaccines: recent developments, ongoing challenges and current candidates". Expert Review of Vaccines. 12 (8): 933–53. doi:10.1586/14760584.2013.815412. PMC 3773977. PMID 23984962.