ଡେକ୍ସମିଥାଇଲଫେନିଡେଟ

ଉଇକିପିଡ଼ିଆ‌ରୁ
ଡେକ୍ସମିଥାଇଲଫେନିଡେଟ
Clinical data
Trade namesFocalin, Focalin XR, Attenade, others
Synonymsd-threo-methylphenidate (D-TMP)
AHFS/Drugs.commonograph
MedlinePlusa603014
data
Pregnancy
category
  • US: C (Risk not ruled out) [୧]
Dependence
liability
Physical: None Psychological: High
Routes of
administration
By mouth
Legal status
Legal status
Pharmacokinetic data
Bioavailability11–52%
Protein binding30%
MetabolismLiver
Elimination half-life4 hours
ExcretionKidney
Identifiers
  • (R,R)-(+)-Methyl 2-phenyl-2-(2-piperidyl)acetate
Chemical and physical data
FormulaC14H19NO2
Molar mass୨୩୩.୩୧ g·mol−1
3D model (JSmol)
  • O=C([C@@H]([C@@H]1NCCCC1)C2=CC=CC=C2)OC
  • InChI=1S/C14H19NO2/c1-17-14(16)13(11-7-3-2-4-8-11)12-9-5-6-10-15-12/h2-4,7-8,12-13,15H,5-6,9-10H2,1H3/t12-,13-/m1/s1 checkY
  • Key:DUGOZIWVEXMGBE-CHWSQXEVSA-N checkY
  (verify)

ଡେକ୍ସମିଥାଇଲଫେନିଡେଟ, ଏକ ବ୍ୟବସାୟୀକ ନାମ ଫୋକାଲିନ୍, ହେଉଛି ଏକ ଔଷଧ ଯାହା ୫ ବର୍ଷରୁ ଅଧିକ ବୟସ୍କଙ୍କ ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ADHD) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] ୪ ସପ୍ତାହ ପରେ ଯଦି କୌଣସି ଉପକାର ଦେଖାଯାଏ ନାହିଁ ତେବେ ଏହାର ବ୍ୟବହାର ବନ୍ଦ କରିବା ଯୁକ୍ତିଯୁକ୍ତ | [୩] ଏହା ପାଟିରେ ଦିଆଯାଏ | [୩] ତୁରନ୍ତ କର୍ମକ୍ଷମ ସୂତ୍ର ୫ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ଏବଂ ବର୍ଦ୍ଧିତ କର୍ମକ୍ଷମ ସୂତ୍ର ୧୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | [୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଭୋକ କମିବା ଏବଂ ଜ୍ୱର ଅନ୍ତର୍ଭୁକ୍ତ | [୨] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧ ଅପବ୍ୟବ‌ହାର, ସାଇକୋସିସ୍, ହଠାତ୍ ହୃଦ୍‌ରୋଘ ମୃତ୍ୟୁ, ମାନିଆ, ଆନାଫାଇଲକ୍‌ସିସ, ବାତ ଏବଂ ବିପଦପୂର୍ଣ୍ଣ ଭାବରେ ଦୀର୍ଘସ୍ଥାୟୀ ଇରେକ୍ସନ୍ ପ୍ରୟାପ୍ରିଜ୍ମ ହୋଇପାରେ | [୩] ଗର୍ଭାବସ୍ଥା ଏବଂ ସ୍ତନ୍ୟପାନ ସମୟରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୫] ଡେକ୍ସମିଥାଇଲଫେନିଡେଟ୍ ହେଉଛି ଏକ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ଉତ୍ତେଜକ | [୬] [୩] ଏହି ରୋଗରେ ଏହି ଔଷଧ କିପରି କାମ କରେ, ତାହା ଅସ୍ପଷ୍ଟ | [୩] ଏହା ମିଥାଇଲଫେନିଡେଟର ଅଧିକ ସକ୍ରିୟ ଏନାନ୍ସିଓମର(

) ଅଟେ | [୩]

ଯୁକ୍ତରାଷ୍ଟ୍ରରେ ୨୦୦୧ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଡେକ୍ସମେଥାଇଲଫେନିଡେଟ୍ ଅନୁମୋଦିତ ହୋଇଥିଲା | [୭] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୨] ଯୁକ୍ତରାଷ୍ଟ୍ରରେ ଏକ ମାସର ଯୋଗାଣର ହୋଲସେଲ ମୂଲ୍ୟ ପ୍ରାୟ ୮ ଡଲାର ଅଟେ । [୮] ୨୦୧୭ ମସିହାରେ ଏହା ଆମେରିକାର ୧୮୯ ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ତିନି ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [୯] [୧୦] ଏହା ସ୍ୱିଜରଲ୍ୟାଣ୍ଡରେ ମଧ୍ୟ ଉପଲବ୍ଧ | [୧୧]

ଆଧାର[ସମ୍ପାଦନା]

  1. "Dexmethylphenidate Use During Pregnancy". Drugs.com (in ଇଂରାଜୀ). Retrieved 15 April 2019.
  2. ୨.୦ ୨.୧ ୨.୨ "Dexmethylphenidate Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 15 April 2019.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Dexmethylphenidate Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 15 April 2019.
  4. Mosby's Drug Reference for Health Professions - E-Book. Elsevier Health Sciences. 2013. p. 455. ISBN 9780323187602.
  5. "Dexmethylphenidate Use During Pregnancy". Drugs.com (in ଇଂରାଜୀ). Retrieved 15 April 2019.
  6. Moen MD, Keam SJ (December 2009). "Dexmethylphenidate extended release: a review of its use in the treatment of attention-deficit hyperactivity disorder". CNS Drugs. 23 (12): 1057–83. doi:10.2165/11201140-000000000-00000. PMID 19958043.
  7. "DailyMed - dexmethylphenidate hydrochloride tablet". dailymed.nlm.nih.gov. Retrieved 15 April 2019.
  8. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
  9. "The Top 300 of 2020". ClinCalc. Retrieved 11 April 2020.
  10. "Dexmethylphenidate Hydrochloride - Drug Usage Statistics". ClinCalc. Archived from the original on 12 April 2020. Retrieved 11 April 2020.
  11. "Focalin XR". Drugs.com (in ଇଂରାଜୀ). Retrieved 15 April 2019.