Jump to content

ଡେକ୍ସଟ୍ରାନ ୪୦

ଉଇକିପିଡ଼ିଆ‌ରୁ
ଡେକ୍ସଟ୍ରାନ ୪୦
Clinical data
Trade namesLMD, Rheomacrodex, others
SynonymsLow viscosity dextran[]
AHFS/Drugs.commonograph
Pregnancy
category
  • US: Intravenous
    Legal status
    Legal status
    Chemical and physical data
    Molar mass70,000 Da

    ଡେକ୍ସଟ୍ରାନ ୪୦, (ଇଂରାଜୀ ଭାଷାରେ Dextran 40) ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଏଲଏମଡି (LMD), ହେଉଛି ଏକ ପ୍ରକାର ତରଳ ପଦାର୍ଥ ଯାହା ରକ୍ତ ପରିମାଣକୁ ବିସ୍ତାର କରିବା ପାଇଁ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ଶକ୍ (ରକ୍ତ ସଞ୍ଚାଳନ) ପାଇଁ ବ୍ୟବହୃତ ହୁଏ ଯାହା ରକ୍ତସ୍ରାବ କିମ୍ବା ଦଗ୍ଧ କାରଣରୁ ହୋଇଥାଏ ଓ ରକ୍ତଦାନ ଶୀଘ୍ର ଉପଲବ୍ଧ ନ ହୋଇଥାଏ ।[] ଏହା ରକ୍ତ ଭଳି ଅମ୍ଳଜାନ ବହନ କରେ ନାହିଁ । []

    ପାର୍ଶ୍ୱ ପ୍ରତିକ୍ରିୟାରେ ଅତ୍ୟଧିକ ତରଳ ପଦାର୍ଥ, ବୃକ୍‌କ ସମସ୍ୟା, ଏସିଡୋସିସ୍, ଆଲର୍ଜି ପ୍ରତିକ୍ରିୟା ଏବଂ ରକ୍ତ ଜମାଟ ହୋଇପାରେ | [] ଗୁରୁତର କିଡନୀ ବିଫଳତା, ହୃଦଘାତ କିମ୍ବା ଜମାଟ ସଠିକ ଭାବରେ ହୁଏ ନାହିଁ ।[] ଏହାର ବ୍ୟବହାର ସମୟରେ କେତେକ ରକ୍ତ ପରୀକ୍ଷଣରେ ବାଧା ସୃଷ୍ଟି ହୋଇପାରେ ।[]

    ୧୯୬୧ ମସିହାରେ ଡେକ୍ସଟ୍ରାନ୍ ୪୦ ଡାକ୍ତରୀ ବ୍ୟବହାରରେ ନିୟୋଜିତ ହୋଇଥିଲା ।[] ଏହା ଏକ ଗ୍ଲୁକୋଜ ପଲିମର ଯାହାର ମଲିକୁଲାର୍ ଓଜନ ୪୦ କେଡିଏ (kDa) ଥାଏ ।[] [] ରକ୍ତନଳୀ ବ‌ହିର୍ଭୁତ ଅତିରିକ୍ତ ସ୍ଥାନରୁ ତରଳ ପଦାର୍ଥ ଟାଣି ଏହା କାମ କରେ ।[] ଏହା ଏକ ଅଣ-ପ୍ରୋଟିନ୍ ଆଧାରିତ କୋଲଏଡ୍ ତରଳ ପଦାର୍ଥ ।[] []

    1. 1 2 3 "DailyMed - LMD IN DEXTROSE- dextran 40 injection, solution LMD IN SODIUM CHLORIDE- dextran 40 injection, solution". dailymed.nlm.nih.gov. Archived from the original on 14 April 2021. Retrieved 23 December 2021.
    2. 1 2 3 4 5 6 7 "Dextran 40 Monograph for Professionals". Drugs.com (in ଇଂରାଜୀ). Archived from the original on 3 January 2017. Retrieved 22 July 2021.
    3. Howe, Tiffany; Burton, Angela (10 December 2019). Pharmacology for the Surgical Technologist - E-Book (in ଇଂରାଜୀ). Elsevier Health Sciences. p. 155. ISBN 978-0-323-66122-5. Archived from the original on 11 January 2022. Retrieved 23 December 2021.
    4. 1 2 Alexander, Martin; Bloom, Barry R.; Hopwood, David A.; Hull, Roger; Iglewski, Barbara H.; Laskin, Allen I.; Oliver, Stephen G.; Schaechter, Moselio; Summers, William C. (10 February 2000). Encyclopedia of Microbiology, Four-Volume Set (in ଇଂରାଜୀ). Academic Press. p. 562. ISBN 978-0-08-054848-7. Archived from the original on 11 January 2022. Retrieved 23 December 2021.