Jump to content

ଡାଣ୍ଟ୍ରୋଲିନ ସୋଡିଅମ

ଉଇକିପିଡ଼ିଆ‌ରୁ
ଡାଣ୍ଟ୍ରୋଲିନ ସୋଡିଅମ
Structural formula of dantrolene
Space-filling model of the dantrolene molecule
Clinical data
Trade namesDantrium, Revonto, Ryanodex
AHFS/Drugs.commonograph
MedlinePlusa682576
data
Pregnancy
category
    Routes of
    administration
    By mouth, intravenous
    Legal status
    Legal status
    Pharmacokinetic data
    Bioavailability70%
    MetabolismLiver
    ExcretionBiliary, kidney
    Identifiers
    • 1-{[5-(4-nitrophenyl)-2-furyl]methylideneamino}
      imidazolidine-2,4-dione
    ECHA InfoCard100.027.895 Edit this at Wikidata
    Chemical and physical data
    FormulaC14H10N4O5
    Molar mass୩୧୪.୨୬ g·mol−1
    3D model (JSmol)
    • [O-][N+](=O)c3ccc(c2oc(C=NN1C(=O)NC(=O)C1)cc2)cc3
    • InChI=1S/C14H10N4O5/c19-13-8-17(14(20)16-13)15-7-11-5-6-12(23-11)9-1-3-10(4-2-9)18(21)22/h1-7H,8H2,(H,16,19,20) checkY
    • Key:OZOMQRBLCMDCEG-UHFFFAOYSA-N checkY
      (verify)

    ଡାଣ୍ଟ୍ରୋଲିନ୍ ସୋଡିୟମ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡାଣ୍ଟ୍ରିଅମ, ହେଉଛି ଏକ ଔଷଧ ଯାହା ମାଲିଗାନାଣ୍ଟ ହାଇପରଥର୍ମିଆ, ନ୍ୟୁରୋଲେପ୍ଟିକ୍ ମାଲିଗାଣ୍ଟ ସିଣ୍ଡ୍ରୋମ ଏବଂ ମାଂସପେଶୀ ସ୍ପାଷ୍ଟିସିଟିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏଥିରେ ଏକାଧିକ ସ୍କ୍ଲେରୋସିସ୍, ମସ୍ତିଷ୍କ ସେରେବ୍ରାଲ୍ ପାଲ୍‌‌ସି କିମ୍ବା ଷ୍ଟ୍ରୋକ୍ ହେତୁ ହେଉଥିବା ସ୍ପାଷ୍ଟିସିଟି ଅନ୍ତର୍ଭୁକ୍ତ ହୋଇପାରେ ।[] ଅନ୍ୟାନ୍ୟ ସମ୍ଭାବ୍ୟ ବ୍ୟବହାରରେ ଏମ୍‌ଡିଏମ୍ଏ (MDMA) ବିଷକ୍ରିୟା ଅନ୍ତର୍ଭୁକ୍ତ ଥାଏ ।[] ଏହା ପାଟିରେ ଦିଆଯାଏ କିମ୍ବା ଶିରାରେ ଇଞ୍ଜେକ୍ସନ ଆକାରରେ ବ୍ୟବହୃତ ହୋଇପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ, ମୁଣ୍ଡ ବୁଲାଇବା, ଦୁର୍ବଳତା ଏବଂ ତରଳ ଝାଡ଼ା ହୋଇପାରେ ।[] ଶିରାଭ୍ୟନ୍ତର ଇଞ୍ଜେକସନ ସ୍ଥାନରେ ମଧ୍ୟ ସେହି ସ୍ଥାନରେ ପ୍ରଦାହ ସୃଷ୍ଟି କରିପାରେ |[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା କିମ୍ବା ଦୃତ ହୃଦ୍‌ଗତି ହୋଇପାରେ ।[] କଙ୍କାଳ ମାଂସପେଶୀଦ୍ୱାରା ସିଏ୨+ (Ca 2+) ଆୟନକୁ ଅବରୋଧ କରିବାଦ୍ୱାରା ଏହାର ସଂକୋଚନକୁ ରୋକିଥାଏ ।[]

    ୧୯୬୭ ମସିହାରେ ସ୍ନାଇଡର ଏହି ଡାଣ୍ଟ୍ରୋଲିନ ତିଆରି କରିଥିଲେ ।[] ୧୯୭୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ମୋଟ ୭୨୦ ମିଗ୍ରାର ୩୬ଟି ଭାଏଲ ରଖିବା ପାଇଁ ଡାକ୍ତରଖାନାଗୁଡ଼ିକୁ ପରାମର୍ଶ ଦିଆଯାଇଛି ଯାହା ୭୦ କିଲୋଗ୍ରାମ ଓଜନର ବ୍ୟକ୍ତିଙ୍କ ପାଇଁ ଯଥେଷ୍ଟ ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୧୮୯୯ ପାଉଣ୍ଡ ଏବଂ ଯୁକ୍ତରାଷ୍ଟ୍ରରେ ୨୦୨୦ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୩୦୦୦ ଡଲାର୍ [] []

    1. 1 2 "Dantrolene Use During Pregnancy". Drugs.com. 9 December 2019. Archived from the original on 25 January 2021. Retrieved 6 July 2020.
    2. "Dantrium 25mg Capsules - Summary of Product Characteristics (SmPC)". (emc). 28 February 2020. Archived from the original on 7 July 2020. Retrieved 6 July 2020.
    3. 1 2 3 4 5 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1417. ISBN 978-0-85711-369-6.{{cite book}}: CS1 maint: date format (link)
    4. 1 2 3 4 5 "Dantrolene Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 21 July 2021.
    5. 1 2 Krause T, Gerbershagen MU, Fiege M, Weisshorn R, Wappler F (2004). "Dantrolene – a review of its pharmacology, therapeutic use and new developments". Anaesthesia. 59 (4): 364–73. doi:10.1111/j.1365-2044.2004.03658.x. PMID 15023108.
    6. "Dantrolene Prices, Coupons & Savings Tips - GoodRx". GoodRx. Archived from the original on 13 October 2016. Retrieved 21 July 2021.
    7. Yeung EY, Munroe J (2015). "Development of a malignant hyperthermia protocol". BMC Proceedings. 9 (Suppl1): A32. doi:10.1186/1753-6561-9-S1-A32. PMC 4306034.{{cite journal}}: CS1 maint: unflagged free DOI (link)
    8. Ho, PT; Carvalho, B; Sun, EC; Macario, A; Riley, ET (August 2018). "Cost-benefit Analysis of Maintaining a Fully Stocked Malignant Hyperthermia Cart versus an Initial Dantrolene Treatment Dose for Maternity Units". Anesthesiology. 129 (2): 249–259. doi:10.1097/ALN.0000000000002231. PMID 29672336.