Jump to content

ଡାଗବାନଲି ଭାଷା

ଉଇକିପିଡ଼ିଆ‌ରୁ
ଡାଗବାନଲି
ଡାଗବାନଲି
ମାତୃଭାଷା ଅଞ୍ଚଳଘାନା, ଟୋଗୋ
ଅଞ୍ଚଳଡାଗବନ ସାମ୍ରାଜ୍ୟ
ଜାତିସତ୍ତା୫.୬ million ଡାଗବାମ୍ବା (୨୦୨୧ ଜନଗଣନା)[]
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ ""e27
ବୋଲି
  • ନାନୁନି (ନାନୁମ୍ବା)
  • ଟୋମୋସିଲି
  • ନାୟାହାଲି
ଲାଟିନ, ଆଜାମି (ଆରବୀ)
ଭାଷା କୋଡ୍
ISO ୬୩୯-୩dag
ଗ୍ଲୋଟୋଲୋଗdagb1246
This article contains IPA phonetic symbols. Without proper rendering support, you may see question marks, boxes, or other symbols instead of Unicode characters. For an introductory guide on IPA symbols, see Help:IPA.

 

ଡାଗବାନଲି ଘାନା ଏବଂ ଉତ୍ତର ଟୋଗୋରେ କଥିତ ଏକ ଗୁର୍ ଭାଷା । ଏହା ପାଖାପାଖି ୧.୧୭ ନିୟୁତ ଲୋକେ କହନ୍ତି । ଐତିହାସିକ ଭାବେ ଡାଗବାନଲି ଗୁର ଭାଷା ୟା-ନା ଅଧୀନରେ ଥିବା ଅନେକ ମୁଖିଆହୀନ ଜାତିଗତ ଗୋଷ୍ଠୀ ମଧ୍ୟରୁ ଡାଗବାନଲି ଉତ୍ତର ଘାନାର ସର୍ବାଧିକ କଥିତ ଭାଷା । ଉତ୍ତର ଘାନାସ୍ଥିତ ଡାଗବାଙ୍ଗକୁ ଦେଶର ସର୍ବପୁରାତନ ପାରମ୍ପାରିକ ରାଜ୍ୟ ଭାବରେ ବିବେଚନା କରାଯାଏ ଏବଂ ୟା-ନା ବିଭିନ୍ନ ସମ୍ପ୍ରଦାୟର ଅଧ୍ୟକ୍ଷତା କରି ଏହାର ମୁଖ୍ୟ ଭାବରେ କାର୍ଯ୍ୟ କରେ ।

ଡାଗବାନଲି ମାମ୍ପ୍ରୁଲି ଭାଷା ସହ ପାରସ୍ପରିକ ଭାବରେ ବୋଧଗମ୍ୟ ଏବଂ ନାବିତ୍, ତଲ୍ନି, କାମାରା, କାଣ୍ଟୋସି ଏବଂ ହାଙ୍ଗା ସହ ଘନିଷ୍ଠ ଭାବରେ ଜଡ଼ିତ ଏବଂ ଏତ୍‌ସମେତ ଉତ୍ତର, ଉତ୍ତର ପୂର୍ବ, ଉପର ପୂର୍ବ ଏବଂ ସାଭାନ୍ନା ଅଞ୍ଚଳରେ ମଧ୍ୟ କଥିତ । ଏହା ଅନ୍ୟ ଅଞ୍ଚଳରେ କଥିତ ସମାନ ଉପଗୋଷ୍ଠୀର ଅନ୍ୟ ଭାଷାସଦସ୍ୟମାନଙ୍କ ସହିତ ସମ୍ବନ୍ଧିତ । ଏ ଭିତରେ ଘାନାର ଉପର ପଶ୍ଚିମ ଅଞ୍ଚଳରେ କଥିତ ଦାଗାରେ ଓ ୱାଲି, ଏବଂ ଦେଶର ଉପର ପୂର୍ବରେ କଥିତ ଫ୍ରାଫ୍ରା ଏବଂ କୁସାଲ୍ ଅନ୍ତର୍ଭୁକ୍ତ।[]

ଟୋଗୋରେ ଘାନା ସୀମାରେ ଥିବା ସାଭାନ୍ନା ଅଞ୍ଚଳରେ ଡାଗବାନଲି କଥିତ |

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; e27 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. Bendor-Samuel, John T. (1989). The Niger-Congo Languages. Lanham, MD: University Press of America.