Jump to content

ଡଲି ଠାକୁର

ଉଇକିପିଡ଼ିଆ‌ରୁ
ଡଲି ଠାକୁର
ରକ୍ ଅଫ୍ ଏଜ୍‌ର ପ୍ରିମିୟର୍‌ରେ ଡଲି
ଜନ୍ମ
ଡଲି ରୱନସ

(1943-03-10) ୧୦ ମାର୍ଚ୍ଚ ୧୯୪୩ (ବୟସ ୮୨)
କୋହାଟ, ଉତ୍ତର-ପୂର୍ବ ଫ୍ରଣ୍ଟିଅର୍ ପ୍ରଭିନେନ୍ସ, ବ୍ରିଟିଶ ଭାରତ
ଜାତୀୟତାବାହରତୀୟ
ଶିକ୍ଷାନୁଷ୍ଠାନମିରାଣ୍ଡା ହାଉସ୍
ବୃତ୍ତି(ସମୂହ)ମଞ୍ଚ ଅଭିନେତା, କାଷ୍ଟିଂ ନିର୍ଦ୍ଦେଶକ
ବୈବାହିକ-ସାଥୀଦିଲ୍ଲୀପ ଠାକୁର

ଡଲି ଠାକୁର ଜଣେ ଭାରତୀୟ ରଙ୍ଗମଞ୍ଚ କଳାକାର, ଅଭିନେତ୍ରୀ, ଓ ସାମାଜିକ କାର୍ଯ୍ୟକର୍ତ୍ତା । ସେ ତାଙ୍କର ବିଭିନ୍ନ ପେଶା ପାଇଁ ଜଣାଶୁଣା, ଯେଉଁଥିରେ ସେ ସାମ୍ବାଦିକତା, ଟେଲିଭିଜନ ଉପସ୍ଥାପନା, ଏବଂ ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।[] ସେ ମଧ୍ୟ ମହିଳା ଅଧିକାର ଏବଂ ସାମାଜିକ ନ୍ୟାୟ ପାଇଁ କାମ କରୁଥିବା ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବରେ ପରିଚିତ ।

ପ୍ରାରମ୍ଭିକ ଜୀବନ ଓ ପେଷା

[ସମ୍ପାଦନା]

ଡଲି ୧୯୪୩ ମସିହାର ମାର୍ଚ୍ଚ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[][] ସେ ବିବିଶ ଲଣ୍ଡନରେ ରେଡିଓ ଓ ଟେଲିଭିଜନ ପାଇଁ ପ୍ରଶିକ୍ଷଣ ନେଇଥିଲେ[] ଏବଂ ଜଣେ ସାମ୍ବାଦିକ ଭାବରେ କାମ କରିବା ଆରମ୍ଭ କରିଥିଲେ ।[][] ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର ପେଜ୍ ଥ୍ରୀହ୍ୱାଇଟ୍ ହାଉସ୍‌ରେ କାମ କରିଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
  1. bonney.org/dollythakore.com/Personal.htm, Dolly Thakore
  2. "'I'm not scared of death'". Mid-day (in ଇଂରାଜୀ). 2022-03-06. Retrieved 2022-07-18.
  3. "Dolly Thakore", DollyThakore.com Biography, on line.
  4. "Inspirational Women | Dolly Thakore – Actor, Broadcaster, Philanthropist 10 Aug 2015/WATC Content Team". Archived from the original on 1 February 2018. Retrieved 3 September 2016.
  5. Artoste profile, Dolly Thakore
  6. "Artiste Profile: Dolly Thakore", Mumbai Theatre Guide. On line.

ବାହାର ଲିଙ୍କ୍

[ସମ୍ପାଦନା]