ଠାକୁର ଅନୁକୂଳଚନ୍ଦ୍ର

ଉଇକିପିଡ଼ିଆ ରୁ
(ଠାକୁର ଅନୁକୁଳ ଚନ୍ଦ୍ର ରୁ ଲେଉଟି ଆସିଛି)
Jump to navigation Jump to search
ପରମପ୍ରେମମୟ
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର
200px
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର
ଜନ୍ମ ଓ ଜନ୍ମସ୍ଥାନ ଅନୁକୂଳଚନ୍ଦ୍ର ଚକ୍ରବର୍ତ୍ତୀ
ସେପ୍ଟେମ୍ବର ୧୪, ୧୮୮୮(1888-09-14)
ହିମାଇତପୁର, ପାବନା, (ଏବେ ବାଂଲାଦେଶରେ)
ମୃତ୍ୟୁ ୨୬ ଜାନୁଆରୀ ୧୯୬୯ (୮୦ ବର୍ଷ)
ସତସଙ୍ଗ ଆଶ୍ରମ, ଦେଓଘର, ଝାଡ଼ଖଣ୍ଡ
ଜାତୀୟତା ଭାରତୀୟ
ପୈତୃକ ବାସସ୍ଥାନ ପାବନା (ଏବେ ବାଂଲାଦେଶ)
ଜୀବନସାଥି ଷୋଡଶୀବାଳା ଦେବୀ (ଶ୍ରୀଶ୍ରୀବଡମା), ସର୍ବମଙ୍ଗଳା ଦେବୀ
ସନ୍ତାନ ଅମରେନ୍ଦ୍ରନାଥ ଚକ୍ରବର୍ତ୍ତୀ (ଶ୍ରୀଶ୍ରୀବଡଦା), ବିବେକରଞ୍ଜନ ଚକ୍ରବର୍ତ୍ତୀ, ସାଧନା ଦେବୀ, ସାନ୍ତ୍ଵନା ଦେବୀ, ପ୍ରଚେତାରଞ୍ଜନ ଚକ୍ରବର୍ତ୍ତୀ
ବାପା ବୋଉ ଶିବଚନ୍ଦ୍ର ଚକ୍ରବର୍ତ୍ତୀ, ମନୋମୋହିନୀ ଦେବୀ

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର (ବଙ୍ଗାଳୀ: ঠাকুর অনুকূলচনদ) (୧୪ ସେପ୍ଟେମ୍ବର ୧୮୮୮ରୁ ୨୬ ଜାନୁଆରୀ ୧୯୬୯) ଜଣେ ଆଧ୍ୟାତ୍ମିକ ଧର୍ମଗୁରୁ ଓ ସତସଙ୍ଗ ଆଶ୍ରମ, ଦେଓଘରର ସଂସ୍ଥାପକ।

ଜୀବନୀ[ସମ୍ପାଦନା]

ଠାକୁର ଅନୁକୁଳ ଚନ୍ଦ୍ର ବିଂଶ ଶତାବ୍ଦୀର ଜଣେ ସମାଜ ସଂସ୍କାରକ ଥିଲେ ,ଅଧୁନା ବଙ୍ଗଳାଦେଶର ପାବନା ନିକଟରେ ହିମାୟିତପୁର ଗ୍ରାମରେ ପିତା ଶିବଚନ୍ଦ୍ର ଚକ୍ରବର୍ତୀ ଓ ମାତା ମନମୋହିନୀ ଦେବୀଙ୍କ ଔରସରୁ ଜନ୍ମ ନେଇଥିଲେ । ଅଧୁନା ଦେଓଘରରେ ଥିବା ସତସଂଗର ପ୍ରତଷ୍ଠାତା ତଥା ମାନବ ଜୀବନର ବହୁବିଧ ସମସ୍ୟାର ସମାଧାନ ନିମନ୍ତେ ଅନେକ ଉପଦେୟ ବାଣୀର ସଂକଲୟିତା ଥିଲେ ।

ଦେଓଘରସ୍ଥିତ ସତସଙ୍ଗ ଆଶ୍ରମ ଏବେ ଦେଓଘରର ମୁଖ୍ୟ ଆକର୍ଷଣ। [୧] ସେ ୧୯୪୬ରେ ଦେଓଘରକୁ ଯାଇଥିଲେ, ଯେଉଁଠି ସେ ୨୬ ଜାନୁଆରୀ ୧୯୬୯ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଦର୍ଶନ ଓ ଶିକ୍ଷା[ସମ୍ପାଦନା]

ଶ୍ରୀଶ୍ରୀଠାକୁରଙ୍କ ରଚିତ ପୁସ୍ତକ[ସମ୍ପାଦନା]

ଆଧାର[ସମ୍ପାଦନା]

External links[ସମ୍ପାଦନା]