ଟ୍ରାଭୋପ୍ରୋଷ୍ଟ

ଉଇକିପିଡ଼ିଆ‌ରୁ
ଟ୍ରାଭୋପ୍ରୋଷ୍ଟ
Clinical data
Trade namesTravatan, Izba, others
AHFS/Drugs.commonograph
MedlinePlusa602027
data
Pregnancy
category
Routes of
administration
Topical (eye drops)
Legal status
Legal status
Pharmacokinetic data
MetabolismActivation by ester hydrolysis, deactivation by beta oxidation, OH-oxidation, double bond reduction
Onset of action2 hours
Elimination half-life1.5 hours (in aqueous fluid)
45 minutes (terminal)
Duration of action≥ 24 hours
ExcretionMainly via kidney
Identifiers
  • Propan-2-yl 7-[3,5-dihydroxy-2-[3-hydroxy-4-[3-(trifluoromethyl)
    phenoxy]-but-1-enyl]-cyclopentyl]hept-5-enoate
ECHA InfoCard100.207.141 Edit this at Wikidata
Chemical and physical data
FormulaC26H35F3O6
Molar mass୫୦୦.୫୬ g·mol−1
3D model (JSmol)
  • FC(F)(F)c2cc(OC[C@H](O)/C=C/[C@@H]1[C@H]([C@@H](O)C[C@H]1O)C\C=C/CCCC(=O)OC(C)C)ccc2
  • InChI=1S/C26H35F3O6/c1-17(2)35-25(33)11-6-4-3-5-10-21-22(24(32)15-23(21)31)13-12-19(30)16-34-20-9-7-8-18(14-20)26(27,28)29/h3,5,7-9,12-14,17,19,21-24,30-32H,4,6,10-11,15-16H2,1-2H3/b5-3-,13-12+/t19-,21-,22-,23+,24-/m1/s1 checkY
  • Key:MKPLKVHSHYCHOC-AHTXBMBWSA-N checkY
  (verify)

ଟ୍ରାଭୋପ୍ରୋଷ୍ଟ, ଏକ ବ୍ୟବସାୟୀକ ନାମ ଟ୍ରାଭାଟାନ, ଏକ ଔଷଧ ଯାହା ଗ୍ଲକୋମା ସମେତ ଆଖି ମଧ୍ୟରେ ସୃଷ୍ଟି ହେଉଥିବା ଉଚ୍ଚ ଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] ନିର୍ଦ୍ଦିଷ୍ଟ ଭାବରେ ଏହା ଖୋଲା କୋଣ ଗ୍ଲକୋମା ପାଇଁ ବ୍ୟବହୃତ ହୁଏ ଯେତେବେଳେ ଅନ୍ୟ ଔଷଧ କାମ କରେନି | [୩] [୪] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ | [୪] ସାଧାରଣତ ୨ ଘଣ୍ଟା ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୁଏ | [୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାଲି ଆଖି, ଅସ୍ପଷ୍ଟ ଦୃଷ୍ଟି, ଆଖି ଯନ୍ତ୍ରଣା, ଶୁଖିଲା ଆଖି ଏବଂ ଆଖିର ରଙ୍ଗ ପରିବର୍ତ୍ତନ ହୋଇପାରେ | [୨] [୩] ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୋତିଆବିନ୍ଦୁ ହୋଇପାରେ | [୫] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ସାଧାରଣତଃ ଏହା ଦେବାକୁ ସୁପାରିଶ କରାଯାଏ ନାହିଁ | [୫] ଏହା ଏକ ପ୍ରୋଷ୍ଟାଗ୍ଲାଣ୍ଡିନ ଅନାଲଗ ଏବଂ ଆଖିରୁ ଅଧିକ ଜଳୀୟ ତରଳ ପଦାର୍ଥ ନିଷ୍କସନ କରି କାର୍ଯ୍ୟକ୍ଷମ ହୁଏ | [୪]

୨୦୦୧ ମସିହାରେ ଯୁକ୍ତରାଷ୍ଟ୍ରରେ ଟ୍ରାଭୋପ୍ରୋଷ୍ଟକୁ ଚିକିତ୍ସାରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା। [୨] ଏହା ଯୁକ୍ତରାଜ୍ୟରେ ଏକ ସାଧାରଣ ପ୍ରେସକ୍ରିପସନରେ ଉପଲବ୍ଧ | ଯୁକ୍ତରାଜ୍ୟରେ ୨.୫ ମିଲିଲିଟର ବୋତଲ ୨୦୧୯ ସୁଦ୍ଧା ଏନଏଚଏସକୁ ଏହାର ମୂଲ୍ୟ ବାବଦ ୭.୩୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼େ । [୩] [୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧୭୭ ଡଲାର ଅଟେ। [୬] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୨୧୨ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୭] [୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Travoprost ophthalmic Use During Pregnancy". Drugs.com. 8 October 2019. Retrieved 16 May 2020.
  2. ୨.୦ ୨.୧ ୨.୨ "Travoprost Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 26 March 2019.
  3. ୩.୦ ୩.୧ ୩.୨ British national formulary : BNF 76 (76 ed.). Pharmaceutical Press. 2018. p. 1152. ISBN 9780857113382.
  4. ୪.୦ ୪.୧ ୪.୨ ୪.୩ "Travoprost Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 26 March 2019.
  5. ୫.୦ ୫.୧ ୫.୨ British national formulary : BNF 76 (76 ed.). Pharmaceutical Press. 2018. p. 1152. ISBN 9780857113382.
  6. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
  7. "The Top 300 of 2020". ClinCalc. Retrieved 11 April 2020.
  8. "Travoprost - Drug Usage Statistics". ClinCalc. Retrieved 11 April 2020.