Jump to content

ଟ୍ରାଇମେଥୋପ୍ରିମ/ସଲଫାମେଥୋକ୍‌ସାଜୋଲ

ଉଇକିପିଡ଼ିଆ‌ରୁ
ଟ୍ରାଇମେଥୋପ୍ରିମ/ସଲଫାମେଥୋକ୍‌ସାଜୋଲ
Trimethoprim (top) and sulfamethoxazole (bottom)
Combination of
TrimethoprimDihydrofolate reductase inhibitor
SulfamethoxazoleSulfonamide antibiotic
Clinical data
Trade namesBactrim, Cotrim, Septra, others
AHFS/Drugs.commonograph
Pregnancy
category
    Routes of
    administration
    By mouth, intravenous[]
    ATC code
    Legal status
    Legal status
    Identifiers
    CAS Number
    PubChem CID
    DrugBank
    ChemSpider
    ChEBI
    Chemical and physical data
    3D model (JSmol)
    • O=S(=O)(Nc1noc(c1)C)c2ccc(N)cc2.O(c1cc(cc(OC)c1OC)Cc2cnc(nc2N)N)C
      (verify)

    ଟ୍ରାଇମେଥୋପ୍ରିମ ସଲଫାମେଥୋକ୍‌ସାଜୋଲ (TMP/SMX), ଅନ୍ୟ ନାମ କୋ-ଟ୍ରାଇମୋକ୍‌ସାଜୋଲ ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାର ଜୀବାଣୁ ସଂକ୍ରମଣ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[] ଏଥିରେ ଗୋଟିଏ ଭାଗ ଟ୍ରାଇମେଥୋପ୍ରିମ ଓ ୫ ଭାଗ ସଲଫାମେଥୋକ୍‌ସାଜୋଲ (୧:୫) ଥାଏ । [] ମୂତ୍ରନଳୀ ସଂକ୍ରମଣ, ଏମଆରଏସଏ ଚର୍ମ ସଂକ୍ରମଣ, ପର୍ଯ୍ୟଟକ ତରଳ ଝାଡ଼ା, ଶ୍ୱାସନଳୀ ସଂକ୍ରମଣ, ଓ ଆନ୍ତ୍ରିକ ଜ୍ୱର ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହୃତ ହୁଏ । [][] ଏଚଆଇଭି/ଏଡ୍‌ସ୍ ଥିବା ଲୋକଙ୍କର ନିମୋସିସ୍ଟିକ ନିମୋନିଆ ରୋଗର ପ୍ରତିଷେଧ ଓ ଚିକିତ୍ସା ଉଭୟ ନିମନ୍ତେ ଏହା ପ୍ରୟୋଗ କରାଯାଏ । ଏହା ପାଟିରେ ଦିଆଯାଏ ଓ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ଅଇ, ବାନ୍ତି, ରାସ, ଓ ତରଳ ଝାଡ଼ା ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ।ସାଙ୍ଘାତିକ ଆଲର୍ଜିକ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା ବେଳେ ବେଳେ ହୁଏ । ଗର୍ଭାବସ୍ଥା ଶେଷ ଭାଗରେ ଏହା ନ ଦେବାକୁ ନିର୍ଦ୍ଦେଶ ଦିଆଯାଏ ।[] ଶିଶୁ ସୁସ୍ଥ ଥିଲେ [ସ୍ତନ୍ୟପାନ]] କରାଯାଇପାରେ । [] ଏହି ଔଷଧ ଯୋଗୁ ଜୀବାଣୁ ମୃତ୍ୟୁ ହୁଏ । ଏହା ଆଣ୍ଟିଫୋଲେଟ କାମ କରେ ।[]

    ସନ ୧୯୭୪ରେ ପ୍ରଥମେ ଏହି ଔଷଧ ବିକ୍ରି ଆରମ୍ଭ ହେଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଟିକାର ମୂଲ୍ୟ ଡୋଜ ପିଛା ୦.୪୦ ଡଲାର ।[]

    1. 1 2 3 4 5 6 7 8 "Co-trimoxazole". The American Society of Health-System Pharmacists. Retrieved Aug 1, 2015.
    2. 1 2 3 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 105. ISBN 9781284057560.
    3. "Sulfamethoxazole / trimethoprim Pregnancy and Breastfeeding Warnings". Retrieved 31 August 2015.
    4. Oxford Handbook of Infectious Diseases and Microbiology. OUP Oxford. 2009. p. 56. ISBN 9780191039621.
    5. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.