Jump to content

ଟ୍ରାଆମସିନୋଲୋନ ହେକ୍ସାସେଟୋନାଇଡ

ଉଇକିପିଡ଼ିଆ‌ରୁ
ଟ୍ରାଆମସିନୋଲୋନ ହେକ୍ସାସେଟୋନାଇଡ
Clinical data
Trade namesAristospan, Hexatrione, others
SynonymsTriamcinolone acetonide 21-tebutate; Triamcinolone acetonide 21-(tert-butylacetate); 9α-Fluoro-11β,16α,17α,21-tetrahydroxypregna-1,4-diene-3,20-dione cyclic 16,17-acetal with acetone, 21-(3,3-dimethylbutyrate); 9α-Fluoro-11β-hydroxy-16α,17α-((1-methylethylidene)bis(oxy))pregna-1,4-diene-3,20-dione 21-(3,3-dimethylbutyrate)
Routes of
administration
Injection into a joint[]
Identifiers
  • 2-[(4aS,4bR,5S,6aS,6bS,9aR,10aS,10bS)-4b-Fluoro-5-hydroxy-4a,6a,8,8-tetramethyl-2-oxo-2,4a,4b,5,6,6a,9a,10,10a,10b,11,12-dodecahydro-6bH-naphtho[2',1':4,5]indeno[1,2-d][1,3]dioxol-6b-yl]-2-oxoethyl 3,3-dimethylbutanoate
ECHA InfoCard100.024.575 Edit this at Wikidata
Chemical and physical data
FormulaC30H41FO7
Molar mass୫୩୨.୬୫ g·mol−1
3D model (JSmol)
  • C[C@]12C[C@@H]([C@]3([C@H]([C@@H]1C[C@@H]4[C@]2(OC(O4)(C)C)C(=O)COC(=O)CC(C)(C)C)CCC5=CC(=O)C=C[C@@]53C)F)O
  • InChI=1S/C30H41FO7/c1-25(2,3)15-24(35)36-16-22(34)30-23(37-26(4,5)38-30)13-20-19-9-8-17-12-18(32)10-11-27(17,6)29(19,31)21(33)14-28(20,30)7/h10-12,19-21,23,33H,8-9,13-16H2,1-7H3/t19-,20-,21-,23+,27-,28-,29-,30+/m0/s1
  • Key:TZIZWYVVGLXXFV-FLRHRWPCSA-N

ଟ୍ରାଆମସିନୋଲୋନ ହେକ୍ସାସେଟୋନାଇଡ (ଇଂରାଜୀ ଭାଷାରେ Triamcinolone hexacetonide), ଅନ୍ୟମାନଙ୍କ ମଧ୍ୟରେ ଆରିଷ୍ଟୋସ୍ପାନ୍ ଏହାର ଏକ ବିକ୍ରୟ ନାମ, ହେଉଛି ନାବାଳକ ଇଡିଓପାଥିକ୍ ଆର୍ଥ୍ରାଇଟିସ୍ (juvenile idiopathic arthritis/ JIA)ର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ଏହା ଗାଉଟ, ବର୍ସାଇଟିସ୍ ଏବଂ ଟେଣ୍ଡିନୋପାଥି ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[] ଏହା ଗଣ୍ଠିରେ ଇଞ୍ଜେକସନ ଆକାରରେ ଦିଆଯାଏ ।[] ଏହାର ପ୍ରଭାବ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ ।[] ଏକ ବିକଳ୍ପ ଭାବରେ ଟ୍ରାଆମସିନୋଲୋନ ଆସେଟୋନାଇଡ୍ ବ୍ୟବହାର କରାଯାଇପାରେ ।[]

ପାର୍ଶ୍ୱ ପ୍ରତିକ୍ରିୟାରେ ଉଦ୍‌ବେଗ, ଫୁଲା, ଅଧିକ ସଂକ୍ରମଣ ଆଶଙ୍କା, ଶୋଇବାରେ ଅସୁବିଧା ଏବଂ ପାକସ୍ଥଳୀ ଘାଆ ଅନ୍ତର୍ଭୁକ୍ତ ହୋଇପାରେ ।[] ବିରଳ ପାର୍ଶ୍ୱ ପ୍ରତିକ୍ରିୟାରେ ଟେଣ୍ଡନ୍ ଭାଙ୍ଗିବା ଏବଂ କେନ୍ଦ୍ରୀୟ ସେରସ୍ କୋରିଓରେଟିନୋପାଥି ଅନ୍ତର୍ଭୁକ୍ତ ହୋଇପାରେ ।[] ଏହା ମୁଖ୍ୟତଃ ଏକ ଗ୍ଲୁକୋକୋର୍ଟିକଏଡ୍ ଯାହା ସ‌ହିତ ଅଳ୍ପ ମିନେରାଲକୋର୍ଟିକଏଡ୍ ରହିଛି ।[]

୧୯୬୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି ।[] ଯୁକ୍ତରାଜ୍ୟରେ ୨୦୨୩ରେ ଏହାର ୨୦ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୧୨ ପାଉଣ୍ଡ ଥିଲା ।[]

  1. ୧.୦ ୧.୧ ୧.୨ "eEML - Electronic Essential Medicines List". list.essentialmeds.org. Archived from the original on 18 June 2022. Retrieved 8 September 2023.
  2. "Aristospan®(Triamcinolone Hexacetonide Injectable Suspension, USP)20 mg/mL PARENTERAL". FDA. Archived from the original on 13 September 2023. Retrieved 12 September 2023.
  3. Lemke, Thomas L. (2008). Foye's Principles of Medicinal Chemistry. Lippincott Williams & Wilkins. p. 892. ISBN 9780781768795. Archived from the original on 13 September 2023. Retrieved 12 September 2023.
  4. ୪.୦ ୪.୧ World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  5. ୫.୦ ୫.୧ ୫.୨ "Triamcinolone hexacetonide". BNF. Archived from the original on 13 September 2023. Retrieved 12 September 2023.
  6. "Aristospan (Injection)". Archived from the original on 19 August 2022. Retrieved 12 September 2023.
  7. "Triamcinolone hexacetonide Medicinal forms". BNF. Archived from the original on 13 September 2023. Retrieved 12 September 2023.