Jump to content

ଟୁମ୍ପା ଘୋଷ

ଉଇକିପିଡ଼ିଆ‌ରୁ
ଟୁମ୍ପା ଘୋଷ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ
ନୃତ୍ୟଶିଳ୍ପୀ
ସକ୍ରିୟ ବର୍ଷ୨୦୧୧–ଏବେଯାଏଁ
ପ୍ରସିଦ୍ଧି
  • ରାଗେ ଅନୁରାଗେ
  • ରଙ୍ଗିୟେ ଦିୟେ ଜାଓ
  • ଅଗ୍ନିଜାଲ୍

ଟୁମ୍ପା ଘୋଷ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳା ଟେଲିଭିଜନ ଧାରାବାହିକରେ କାମ କରନ୍ତି । ସେ ରଙ୍ଗିୟେ ଦିୟେ ଜାଓ, ରାଗେ ଅନୁରାଗେ, ଅଗ୍ନିଜାଲ୍ ଭଳି ଧାରାବାହିକରେ କାମ କରିବା ପାଇଁ ସେ ଜଣାଶୁଣା । ବିଧିର ବିଧାନ ଧାରାବାହିକ ଜରିଆରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ଜୀ ବାଂଲାରେ ପ୍ରସାରିତ ଧାରାବାହିକ ରାଗେ ଅନୁରାଗେରେ କାମ କରିଥିଲେ, ଯାହାକି ତାଙ୍କୁ ଲୋକପ୍ରିୟତା ଦେଇଥିଲା ।[]

କଲର୍ସ ବାଂଲାର ଧାରାବାହିକ ନିଶିର ଡାକରେ ଶ୍ରୀମୋୟୀ ଭୂମିକାରେ ସେ ଅଭିନୟ କରିଥିଲେ । ପାନ୍ ସୁପାରୀ ନାମ ଏକ କଥାଚିତ୍ରରେ, ସେ କାମ କରିଥିଲେ ।[]ଏହି କଥାଚିତ୍ରଟି ଜୀ ବାଂଲା ସିନେମାରେ ପ୍ରିମିୟର୍ ହୋଇଥିଲା ।

ଟେଲିଭିଜନ

[ସମ୍ପାଦନା]
ବର୍ଷଧାରାବାହିକଚରିତ୍ରଚ୍ୟାନେଲ୍
୨୦୧୨–୨୦୧୩ବିଧିର ବିଧାନଶ୍ୟାମାଷ୍ଟାର୍ ଜଲ୍‌ସା
୨୦୧୩–୨୦୧୫ରାଗେ ଅନୁରାଗେକୋମଲ/କୋରିଜୀ ବାଂଲା
୨୦୧୬ବେଦେନି ମୋଲୌର କୋଠାମୋଲୌ
୨୦୧୬–୨୦୧୭ଅଗ୍ନିଜାଲ୍ଦେବଦାସୀ ସୌରାଜ / ରାଣୀ ସୌରୋଜିନୀଷ୍ଟାର୍ ଜଲ୍‌ସା
୨୦୧୭ଜୟ କାଲି କଲ୍‌କାତ୍ତାୱାଲିତନୁଶ୍ରୀ
୨୦୧୭–୨୦୧୮ରଙ୍ଗିୟେ ଦିୟେ ଜାଓଶିଉଳୀଜୀ ବାଂଲା
୨୦୧୮–୨୦୨୦ନିଶିର ଡାକଶ୍ରୀମୟୀକଲର୍ସ ବାଂଲା
୨୦୨୧–୨୦୨୨ତୀନ୍ ଶକ୍ତିର ଆଧାର - ତ୍ରିଶୁଲଦୁର୍ଗା
୨୦୨୩ ଶ୍ୟାମା[] ଆରିତ୍ରୀ ସନ୍ ବାଂଲା
୨୦୨୫ଗୀତା ଏଲ୍ଏଲ୍‌ବିପରିଶୀଷ୍ଟାର୍ ଜଲ୍‌ସା

ମହାଳୟା

[ସମ୍ପାଦନା]
ବର୍ଷକାର୍ଯ୍ୟକ୍ରମର ନାମଚରିତ୍ରଚ୍ୟାନେଲ୍
୨୦୧୩ଜାଗୋ ଦଶପ୍ରହରନାଧାରିଣୀଦେବୀ ବୈଷ୍ଣବୀଜୀ ବାଂଲା
୨୦୧୪ମହିସାଷୁରମର୍ଦ୍ଦିନୀଦେବୀ ମହିଷାମର୍ଦ୍ଦିନୀ
୨୦୨୧ନବରୂପେ ମହାଦୁର୍ଗାଦେବୀ ଚନ୍ଦ୍ରଘଣ୍ଟାକଲର୍ସ ବାଂଲା

କଥାଚିତ୍ର

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାଚ୍ୟାନେଲ୍
୨୦୧୬ପାନ୍ ସୁପାରୀଫୂଲ୍‌ତୁଶୀଜୀ ବାଂଲା ସିନେମା
  1. Ganguly, Ruman (24 December 2013). "Tele-actress "Tumpa Ghosh" sharing her experience of working in Raage Anurage". The Times of India. Retrieved 25 October 2020.
  2. "Paan Supari, movie casting Tumpa Ghosh". Zee Bangla Cinema. Retrieved 25 October 2020.
  3. "Tumpa Ghosh and Honey Bafna starrer 'Shyama' to launch soon". The Times of India. 2023-08-03. ISSN 0971-8257. Retrieved 2023-08-04.