ଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search
ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୨୬,୨୯୧
ଜିଲ୍ଲା: ବଲାଙ୍ଗୀର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବଲାଙ୍ଗୀର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଟିଟଲାଗଡ଼ (କ୍ରମିକ ସଂଖ୍ୟା: ୬୯) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଟିଟିଲାଗଡ଼ (ବି), ଟିଟିଲାଗଡ଼ ବ୍ଳକ, ସଇଁତଳା ବ୍ଳକ ଓ ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା) ବ୍ଳକ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ଟୁକୁନି ସାହୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ଠାରୁ ୧୪୦୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ, ବିଜୁ ଜନତା ଦଳପ୍ରାର୍ଥୀ ଯୋଗେନ୍ଦ୍ର ବେହେରାଙ୍କଠାରୁ ୪,୮୩୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ଟିଟିଲାଗଡ଼ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ସୁରେନ୍ଦ୍ର ସିଂହ ଭୋଇ ୫୭,୭୫୩ ୩୯.୧୬ -
ବିଜଦ ଯୋଗେନ୍ଦ୍ର ବେହେରା ୫୨,୯୧୫ ୩୫.୮୮ -
ଭାଜପା ଶାନ୍ତନୁ କୁମାର ନାଏକ ୨୫,୯୭୬ ୧୭.୬୧ -
ବସପା ଦେବେନ୍ଦ୍ର କୁମାର ଜୈନ ୪,୬୯୭ ୩.୧୮ -
ସ୍ବାଧୀନ ଶରତ କୁମାର ସାହୁ ୨,୬୩୫ ୧.୭୯ -
ସମୃଦ୍ଧ ଓଡ଼ିଶା ଘନଶ୍ୟାମ ପ୍ରଧାନି ୨,୨୮୨ ୧.୫୫ -
ସପା ଚେୟାରମେନ ବାଗ ୧,୨୩୮ ୦.୮୪ -
ଭୋଟ ବ୍ୟବଧାନ ୪,୮୩୮ ୩.୨୮* -
ମତଦାନ ହାର ୧,୪୭,୫୨୦ ୭୩.୧୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୭][୮][୪]

  • ୨୦୧୪: ସୁରେନ୍ଦ୍ର ସିଂ ଭୋଇ (ବିଜଦ)
  • ୨୦୦୯: (୬୯): ସୁରେନ୍ଦ୍ର ସିଂହ ଭୋଇ (କଂଗ୍ରେସ)
  • ୨୦୦୪: (୧୦୬): ଯୋଗେନ୍ଦ୍ର ବେହେରା (ବିଜଦ)
  • ୨୦୦୦: (୧୦୬): ଯୋଗେନ୍ଦ୍ର ବେହେରା (ବିଜଦ)
  • ୧୯୯୫: (୧୦୬): ଯୋଗେନ୍ଦ୍ର ବେହେରା (ଜନତା ଦଳ)
  • ୧୯୯୦: (୧୦୬): ଯୋଗେନ୍ଦ୍ର ବେହେରା (ଜନତା ଦଳ)
  • ୧୯୮୫: (୧୦୬): ପୂର୍ଣ୍ଣ ଚନ୍ଦ୍ର ମହାନନ୍ଦ (କଂଗ୍ରେସ)
  • ୧୯୮୦: (୧୦୬): ଲଳିତ ମୋହନ ଗାନ୍ଧୀ (କଂଗ୍ରେସ-ଇ)
  • ୧୯୭୭: (୧୦୬): ଲଳିତ ମୋହନ ଗାନ୍ଧୀ (କଂଗ୍ରେସ)
  • ୧୯୭୪: (୧୦୬): ତପି ଜାଲ (ସ୍ବତନ୍ତ୍ର)
  • ୧୯୭୧: (୧୦୭): ତପି ଜାଲ (ସ୍ବତନ୍ତ୍ର)
  • ୧୯୬୭: (୧୦୭): ଅଚ୍ୟୁତାନନ୍ଦ ମହାନନ୍ଦ (ସ୍ବତନ୍ତ୍ର)
  • ୧୯୬୧: (୪୨): ଅଚ୍ୟୁତାନନ୍ଦ ମହାନନ୍ଦ (ଗଣ ପରିଷଦ)
  • ୧୯୫୭: (୩୦): ରାଜେନ୍ଦ୍ର ନାରାୟଣ ସିଂହ ଦେଓ (ଗଣ ପରିଷଦ) ଓ ଅଚ୍ୟୁତାନନ୍ଦ ମହାନନ୍ଦ (ଗଣ ପରିଷଦ)
  • ୧୯୫୧: (୨୨): ରମେଶ ଚନ୍ଦ୍ର ଭୋଇ (ଗଣ ପରିଷଦ) ଓ ମୁରଲୀଧର ପଣ୍ଡା (ଗଣ ପରିଷଦ)

ଆଧାର[ସମ୍ପାଦନା]