ଟାପେଣ୍ଟାଡୋଲ

ଉଇକିପିଡ଼ିଆ‌ରୁ
ଟାପେଣ୍ଟାଡୋଲ
Clinical data
Trade namesNucynta, Palexia, Yantil, others
SynonymsBN-200, CG-5503, R-331333
AHFS/Drugs.commonograph
MedlinePlusa610006
Pregnancy
category
  • AU: C
  • US: C (Risk not ruled out)
Addiction
liability
High[୧]
Routes of
administration
By mouth[୧]
Legal status
Legal status
Pharmacokinetic data
Bioavailability32% (by mouth)[୨]
Protein binding20%[୩]
MetabolismLiver (mostly via glucuronidation but also by CYP2C9, CYP2C19, CYP2D6)[୨]
Onset of action30 min[୪]
Elimination half-life4 hours< (duration 4-6 hours)[୨]
Duration of action4 to 6 hr[୫]
ExcretionUrine and feces (1%)[୨]
Identifiers
  • 3-[(1R,2R)-3-(Dimethylamino)-1-ethyl-2-methylpropyl]phenol
ECHA InfoCard100.131.247 Edit this at Wikidata
Chemical and physical data
FormulaC14H23NO
Molar mass୨୨୧.୩୪ g·mol−1
3D model (JSmol)
Boiling point(decomposes)
  • Oc1cc(ccc1)[C@@H]([C@@H](C)CN(C)C)CC
  • InChI=1S/C14H23NO/c1-5-14(11(2)10-15(3)4)12-7-6-8-13(16)9-12/h6-9,11,14,16H,5,10H2,1-4H3/t11-,14+/m0/s1 checkY
  • Key:KWTWDQCKEHXFFR-SMDDNHRTSA-N checkY
  (verify)

ଟାପେଣ୍ଟାଡୋଲ, ବେପାର ନାମ ନ୍ୟୁସିଣ୍ଟା, ହେଉଛି ଏକ ଓପିଓଏଡ ଯନ୍ତ୍ରଣା ନିବାରକ ଔଷଧ ।[୧] ଏହା ସ୍ୱଳ୍ପ କିମ୍ବା ଦୀର୍ଘକାଳୀନ ହେଉଥିବା ମଧ୍ୟମରୁ ପ୍ରବଳ ଯନ୍ତ୍ରଣା ପାଇଁ ବ୍ୟବହୃତ ହୋଇପାରେ ।[୧] [୬] ଏହା ପାଟିରେ ଦିଆଯାଏ ।[୧] ଏହାର ପ୍ରଭାବର ଆରମ୍ଭ ପ୍ରାୟ ୩୦ ମିନିଟ ମଧ୍ୟରେ ହୁଏ ଏବଂ ୪-୬ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[୪] [୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ନିଦ୍ରାଳୁ ଭାବ, କୋଷ୍ଠକାଠିନ୍ୟ ଏବଂ ଗଲୁ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାତ, ନିମ୍ନ ରକ୍ତଚାପ, ନିଶାଗ୍ରସ୍ତ, ସେରୋଟୋନିନ ସିଣ୍ଡ୍ରୋମ ଏବଂ ଶ୍ୱାସକ୍ରିୟା ଅଭାବ (ଶ୍ୱାସକ୍ରିୟା ଅବସାଦ) ହୋଇପାରେ। [୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଅପବ୍ୟବହାର ହେବାର ଆଶଙ୍କା ଅନ୍ୟ ଶକ୍ତିଶାଳୀ ଓପିଓଏଡ୍ ସହିତ ସମାନ ।[୧] ଯଦିଓ ଏହାର କାର୍ଯ୍ୟ ପ୍ରଣାଳୀ ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ, ଏହା μ- ଓପିଓଏଡ୍ ରିସେପ୍ଟର ଉପରେ କାର୍ଯ୍ୟ କରିଥାଏ ଏବଂ ଉଭୟ ସେରୋଟୋନିନ୍ ଏବଂ ନରଏପିନେଫ୍ରିନ ସ୍ତରକୁ ବୃଦ୍ଧି କରିଥାଏ ।[୧]

୨୦୦୮ରେ ଆମେରିକାରେ,[୧] ୨୦୧୦ରେ ଅଷ୍ଟ୍ରେଲିଆରେ,[୭] ଏବଂ ୨୦୧୧ରେ ବ୍ରିଟେନ ଏବଂ ଭାରତରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟାପେଣ୍ଟାଡୋଲକୁ ଅନୁମୋଦନ କରାଯାଇଥିଲା ।[୮] [୯] ଯୁକ୍ତରାଷ୍ଟ୍ରରେ ୫୦ ମି:ଗ୍ରା ବିଶିଷ୍ଟ ୩୦ଟି ବଟିକାର ମୂଲ୍ୟ ୨୩୦ ଡଲାର ।[୧୦] ଏହି ପରିମାଣର ଔଷଧର ମୂଲ୍ୟ ଯୁକ୍ତରାଜ୍ୟରେ ମୂଲ୍ୟ £୧୫ । [୬] ଏହା ଧୀର ନିଷ୍କାସନ ଆକାରରେ ବାହାରିଥାଏ । [୬]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Tapentadol Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 22 September 2021.
  2. ୨.୦ ୨.୧ ୨.୨ ୨.୩ Fidman, B; Nogid, A (2010). "Role of Tapentadol Immediate Release (Nucynta) in the Management Of Moderate-to-Severe Pain". Pharmacy and Therapeutics. 35 (6): 330–357. PMC 2888545.
  3. Brayfield, A, ed. (14 November 2011). "Tapentadol". Martindale: The Complete Drug Reference. Pharmaceutical Press. Archived from the original on 29 August 2021. Retrieved 2 April 2014.
  4. ୪.୦ ୪.୧ Emmett, Stevan R.; Hill, Nicola; Dajas-Bailador, Federico (30 October 2019). Clinical Pharmacology for Prescribing (in ଇଂରାଜୀ). Oxford University Press. p. 441. ISBN 978-0-19-258564-6. Archived from the original on 22 September 2021. Retrieved 22 September 2021.
  5. ୫.୦ ୫.୧ Fischer, János; Ganellin, C. Robin; Rotella, David P. (15 October 2012). Analogue-based Drug Discovery III (in ଇଂରାଜୀ). John Wiley & Sons. p. 44. ISBN 978-3-527-65110-8. Archived from the original on 22 September 2021. Retrieved 22 September 2021.
  6. ୬.୦ ୬.୧ ୬.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 491. ISBN 978-0-85711-369-6.{{cite book}}: CS1 maint: date format (link)
  7. "TGA eBS - Product and Consumer Medicine Information Licence". www.ebs.tga.gov.au. Archived from the original on 30 March 2020. Retrieved 22 September 2021.
  8. "Palexia film coated tablets". electronic Medicines Compendium. Grunenthal Ltd. 13 November 2013. Archived from the original on 7 April 2014. Retrieved 2 April 2014.
  9. Mukherjee, Diptadhi; Shukla, Lekhansh; Saha, Priyanka; Mahadevan, Jayant; Kandasamy, Arun; Chand, Prabhat; Benegal, Vivek; Murthy, Pratima (March 2020). "Tapentadol abuse and dependence in India". Asian Journal of Psychiatry (in ଇଂରାଜୀ). 49: 101978. doi:10.1016/j.ajp.2020.101978. PMID 32120298.
  10. "Nucynta Prices, Coupons & Savings Tips - GoodRx". GoodRx. Archived from the original on 10 March 2021. Retrieved 22 September 2021.