ଟନ୍ସ୍ ନଦୀ

ଉଇକିପିଡ଼ିଆ ରୁ
Jump to navigation Jump to search

ଚିରସ୍ରୋତା ଟନ୍ସ୍ ନଦୀ (Tons River), ଯମୁନା ନଦୀର ବୃହତ୍ତମ ଉପନଦୀ ଅଟେ | ଏହା ସମୁଦ୍ରପତ୍ତନରୁ ୨୦,୭୨୦ ଫୁଟ (୬୩୧୫ ମିଟର) ଉଚ୍ଚରେ “ବନ୍ଦରପୁଞ୍ଚ” ନାମକ ପର୍ବତରୁ ଉତ୍ପତି ଲାଭ କରି ଡେରାଡୁନ ନିକଟସ୍ଥ “କାଳସୀ”ଠାରେ ଯମୁନାରେ ମିଶିଛି | ଏହା ମୁଖ୍ୟତଃ ଉତ୍ତରାଖଣ୍ଡ ରାଜ୍ୟର “ଗଢବଲ୍” ଅଞ୍ଚଳ ମଧ୍ୟ ଦେଇ ପ୍ରବାହିତ ହୋଇଛି |

ଉପନଦୀ ଗଣ[ସମ୍ପାଦନା]

  1. ପବ୍ବର ନଦୀ
  2. ଆସନ ନଦୀ

ଆଧାର[ସମ୍ପାଦନା]

  1. http://en.wikipedia.org/wiki/Tons_River