ଝୁଲଣ ଗୋସ୍ୱାମୀ

ଉଇକିପିଡ଼ିଆ ରୁ
(ଝୁଲଣ ଗୋସ୍ବାମୀ ରୁ ଲେଉଟି ଆସିଛି)
Jump to navigation Jump to search
ଝୁଲଣ ଗୋସ୍ୱାମୀ
Jhulan Goswami (10 March 2009, Sydney).jpg
ଖେଳାଳିଙ୍କ ତଥ୍ୟ
ପୁରା ନାଆଁ Jhulan Goswami
ଜଣାଶୁଣା ନାଆଁ Babul
ଉଚ୍ଚତା ୫ ft ୧୧ in (୧.୮୦ m)
ବ୍ୟାଟିଙ୍ଗ ପ୍ରକାର Right-hand bat
ବୋଲିଂ ପ୍ରକାର Right-arm medium fast
ଭୁମିକା All-rounder
International information
ପ୍ରଥମ ଟେଷ୍ଟ (cap 51) 14 January 2002 v England
ଶେଷ ଟେଷ୍ଟ 16 November 2015 v South Africa
ଦିନିକିଆ ଆନ୍ତର୍ଜାତୀୟ ପଦାର୍ପଣ (cap 61) 6 January 2002 v England
ଶେଷ ଦିନିକିଆ କ୍ରିକେଟ 8 July 2015 v New Zealand
ଦିନିକିଆ ଜାମା ନମ୍ବର 25
କ୍ୟାରିଅର ତଥ୍ୟ
ପ୍ରତିଯୋଗିତା WTest WODI WT20I
ମ୍ୟାଚ ସବୁ 10 148 53
କରିଥିବା ରନ 283 901 329
ବ୍ୟାଟିଙ୍ଗ ହାର 25.72 13.65 11.86
ଶତକ/ଅର୍ଦ୍ଧଶତକ 0/2 0/1 0/0
ସବୁଠୁ ବେସି ସ୍କୋର 69 57 37*
ଡେଲିଭରି ବଲ 1,972 7,189 1,037
ଉଇକେଟ 40 175 45
ବୋଲିଙ୍ଗ ହାର 16.62 21.78 20.17
ଇନିଙ୍ଗସରେ ୫ଟି ଉଇକେଟ 3 2 1
ମାଚରେ ୧୦ଟି ଉଇକେଟ 1 0 0
ସବୁଠୁ ଭଲ ବୋଲିଙ୍ଗ 5/25 6/31 5/11
କ୍ୟାଚ/ଷ୍ଟମ୍ପ#ବ୍ୟାଟସମାନକୁ ଷ୍ଟମ୍ପିଁଗ କରିବା 5/– 51/– 18/–
Source: Cricinfo, {{{date}}}

ଝୁଲଣ ଗୋସ୍ୱାମୀ (ବଙ୍ଗଳା: ঝুলন গোস্বামী) (ଜନ୍ମ ୨୫ ନଭେମ୍ବର ୧୯୮୨ ) ଜଣେ ଭାରତୀୟ ଜାତୀୟ ମହିଳା କ୍ରିକେଟ ଖେଳାଳି । ତାଙ୍କର ଜନ୍ମ ପଶ୍ଚିମ ବଙ୍ଗର ନଦିଆ ଜିଲ୍ଲାରେ ହେଇଥିଲା । ସେ ବଙ୍ଗଳା ମହିଳା କ୍ରିକେଟ ଦଳ , ପୂର୍ବ ଜୋନ ମହିଳା କ୍ରିକେଟ ଦଳ , ଭାରତୀୟ ଜାତୀୟ ମହିଳା କ୍ରିକେଟ ଦଳ ସମେତ ଏସୀୟ ମହିଳା ଦଳରେ ଖେଳନ୍ତି । ସେ ଜଣେ ଅଲ ରାଉଣ୍ଡର ଓ ସେ ୨୦୦୯ ମସିହାରେ ଦଳର ନେତୃତ୍ୱ ମଧ୍ୟ ନେଇଥିଲେ । 

ସେ ଜଣେ ଆକର୍ଷଣୀୟ ବେଟିଂ କରିବା ସହ ମାଧ୍ୟମ ଗତିରେ ପ୍ରଭାବୀ ବୋଲିଂଟ କରନ୍ତି । ତାଙ୍କର ବିଶେଷ ଅବଦାନ ପାଇଁ ଭାରତ ୨୦୦୬-୦୭ ମସିହାରେ ଇଂଲଣ୍ଡଠାରେ ପ୍ରଥମ ଥର ପାଇଁ ସିରିଜ ବିଜୟ ହାସଲ କରିଥିଲା ।  

ଝୁଲଣ 2007 ମସିହା ପାଇଁ ICCର "ପ୍ଲେୟାର ଅଫ ଥି ଇୟର " ପୁରସ୍କାର ସହ ଏମ . ଏ . ଚିଦମ୍ବରମ ଟ୍ରଫି ମଧ୍ୟ ୨୦୧୧  ମସିହାରେ ପାଇଥିଲେ । .[୧] ବର୍ତମାନ ସେ ଆଇସିସିର ବୋଲିଂ ରେଙ୍କିଙ୍ଗରେ ପ୍ରଥମ ସ୍ଥାନରେ ରହିଛନ୍ତି । 

ସେ ବର୍ତମାନ ଖେଳୁଥିବା ମହିଳା ଦ୍ରୁତ ବୋଲର ମାନଙ୍କ ମଧ୍ୟରେ ସର୍ବାଧିକ ଦ୍ରୁତ ବୋଲର ବୋଲି କୁହାଯାଏ । ଏହି ସ୍ଥାନରେ ପ୍ରଥମେ ରହିଥିବା କାଥେରୀଣ ଫିତ୍ପତ୍ରୀକ ବର୍ତମାନ ଅବସର ନେଇ ସାରିଲେଣି ।[୨] 

ପୁରସ୍କାର ଓ ସମ୍ମାନ [ସମ୍ପାଦନା]

ଆଧାର ସମୂହ [ସମ୍ପାଦନା]

  1. "Making Giant Strides". The Hindu. 14 December 2011. Retrieved 2013-01-31.
  2. "How Jhulan became the world's fastest bowler". 30 September 2006. Retrieved 2013-01-31.
  3. "Padma Awards". pib. 25 January 2012. Retrieved 2013-01-31.

ବାହ୍ୟ ଆଧାର [ସମ୍ପାଦନା]