ଝ
ଦେଖଣା
| ଓଡ଼ିଆ ବର୍ଣ୍ଣମାଳା | |||||
|---|---|---|---|---|---|
| ଓଡ଼ିଆ ସ୍ଵର ବର୍ଣ୍ଣ | |||||
| ଅ | ଆ | ଇ | ଈ | ଉ | |
| ଊ | ଋ | ୠ | ଌ | ୡ | |
| ଏ | ଐ | ଓ | ଔ | | |
| ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
| କ | ଖ | ଗ | ଘ | ଙ | |
| ଚ | ଛ | ଜ | ଝ | ଞ | |
| ଟ | ଠ | ଡ | ଢ | ଣ | |
| ତ | ଥ | ଦ | ଧ | ନ | |
| ପ | ଫ | ବ | ଭ | ମ | |
| ଯ | ର | ଳ | ୱ | ୟ | |
| ଲ | ଶ | ଷ | ସ | ହ | |
| କ୍ଷ | ଡ଼ | ଢ଼ | |||
| ଓଡ଼ିଆ ସଂଖ୍ୟା | |||||
| ୦ | ୧ | ୨ | ୩ | ୪ | |
| ୫ | ୬ | ୭ | ୮ | ୯ | |
ବର୍ଗ୍ୟ ଝ ଓଡ଼ିଆ ବର୍ଣ୍ଣମାଳାର ଏକ ବ୍ୟଞ୍ଜନ ବର୍ଣ୍ଣ । ଏହା ବ୍ୟଞ୍ଜନ ବର୍ଣ୍ଣର ୯ମ ଓ "ଚ ବର୍ଗ"ର ୩ୟ ବର୍ଣ୍ଣ । କଥିତ ଭାଷାରେ ବର୍ଗ୍ୟ ଜ ଓ ଅନ୍ତସ୍ଥ ଯ ଭିତରେ ତଅଅତ ନଥଅଏ [୧]
ଇତିହାସ ଓ ପୁରାଣ
[ସମ୍ପାଦନା]ବ୍ୟବହାର
[ସମ୍ପାଦନା]ଅବ୍ୟୟ ପଦ
[ସମ୍ପାଦନା]ଏହା ଦୁଇ ଶବ୍ଦ ମଝିରେ ବା ଶବ୍ଦର ଶେଷରେ ବ୍ୟବହୃତ ହୋଇଥାଏ, କିନ୍ତୁ, ଶବ୍ଦର ଆଗରେ ବା ବାକ୍ୟ ଶେଷରେ କଦାପି ବ୍ୟବହୃତ ହୁଏ ନାହିଁ । ଓଡ଼ିଆ ଭାଷାରେ 'ଚ'ର ବ୍ୟବହାର ନାହିଁ । କେବଳ ଏବଂଚ, ପୁ୍ନଶ୍ଚ, ଅପିଚ ବରଂଚ, ତଥାଚ, କଦାଚ, ଆଦିରେ ଏହା ଅନ୍ୟ ଅବ୍ୟୟରେ ଯୁକ୍ତ ହୋଇ ନିଷ୍ପନ୍ନ ହେବା ପଦ ସ୍ୱରୂପ ଓଡ଼ିଆରେ ଏହାର ବ୍ୟବହାର ଅଛି ।[୧]
କମ୍ପ୍ୟୁଟର କୋଡ଼
[ସମ୍ପାଦନା]ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B1D[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ[permanent dead link]. ତୃତୀୟ ଖଣ୍ଡ. ବିଶ୍ୱନାଥ କର. କଟକ. ପୃ. ୭୧୩ (୧୯୩୩)
- ↑ Oriya: Range 0B00-0B7FThe Unicode Standard 6.0. 1900-2001. Unicode.Inc
