ଜ୍ୟୋତ୍ସ୍ନା ବିଶ୍ୱାସ
ଦେଖଣା
ଜ୍ୟୋତ୍ସ୍ନା ବିଶ୍ୱାସ | |
|---|---|
| ବୃତ୍ତି | ଅଭିନେତ୍ରୀ |
| ବୈବାହିକ-ସାଥୀ | ଅମଳେନ୍ଦୁ ବିଶ୍ୱାସ |
| ସନ୍ତାନ | ଅରୁଣା ବିଶ୍ୱାସ |
| ପୁରସ୍କାର | ଏକୁଶେୟ ପଦକ |
ଜ୍ୟୋତ୍ସ୍ନା ବିଶ୍ୱାସ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ସେ ମୁଖ୍ୟତଃ ମଞ୍ଚ ନାଟକ, ଯେପରିକି ଯାତ୍ରା ବା ପାଲା ଶୈଳୀର ପ୍ରଦର୍ଶନକାରୀ ଅଟନ୍ତି ।[୧] ୨୦୧୧ ମସିହାରେ, ବଙ୍ଗଳାଦେଶୀ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏକୁଶେୟ ପଦକ ପୁରସ୍କାରରେ ସେ ସମ୍ମାନିତ ହୋଇଥିଲେ ।[୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ମଞ୍ଚ ଅଭିନେତା ଅମଳେନ୍ଦୁ ବିଶ୍ୱାସଙ୍କୁ ବିବାହ କରିଛନ୍ତି, ଯିଏକି ଏକୁଶେୟ ପଦକରେ ମଧ୍ୟ ପୁରସ୍କୃତ ହୋଇଛନ୍ତି । ତାଙ୍କ ସ୍ୱାମୀ ମଧ୍ୟ ଯାତ୍ରାରେ କାମ କରନ୍ତି । ଏହି ଦମ୍ପତିଙ୍କର ଝିଅ, ଅରୁଣା ବିଶ୍ୱାସ ମଧ୍ୟ ଜଣେ ବଙ୍ଗଳାଦେଶୀ ମଞ୍ଚ ଓ କଥାଚିତ୍ର ଅଭିନେତ୍ରୀ ଓ ନିର୍ଦ୍ଦେଶିକା ଅଟନ୍ତି ।[୩]
ପୁରସ୍କାର/ସମ୍ମାନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Ershad Kamol (July 1, 2006). "Jyotsna Biswas : Jatra queen's endeavour for the welfare of artistes". Archived from the original on July 1, 2016. Retrieved February 25, 2016.
- ↑ "13 named for Ekushey Padak". bdnews24.com. February 14, 2011. Retrieved February 25, 2016.
- ↑ "Aruna Biswas : Changing tracks". The Daily Star. May 28, 2006. Archived from the original on April 2, 2016. Retrieved March 17, 2016.
- ↑ "মা-মেয়ের 'ধুলোর আকাশ'". দৈনিক ভোরের কাগজ. 7 February 2015. Archived from the original on 7 March 2017. Retrieved 10 August 2017.
- ↑ "লায়লা হাসান ও জ্যোৎস্না বিশ্বাস সংবর্ধিত". দৈনিক জনকণ্ঠ. 1 June 2010. Retrieved 10 August 2017.
{{cite news}}: CS1 maint: url-status (link)