Jump to content

ଜୋଲ୍ମିଟ୍ରିପ୍ଟାନ

ଉଇକିପିଡ଼ିଆ‌ରୁ
ଜୋଲ୍ମିଟ୍ରିପ୍ଟାନ
Clinical data
Trade namesZomig, others
AHFS/Drugs.commonograph
MedlinePlusa601129
data
Pregnancy
category
    Routes of
    administration
    By mouth, nasal spray
    Legal status
    Legal status
    Pharmacokinetic data
    Bioavailability40% (by mouth)
    Protein binding25%
    MetabolismLiver (CYP1A2-mediated, to active metabolite)
    Elimination half-life3 hours
    ExcretionKidney (65%) and fecal (35%)
    Identifiers
    • (S)-4-({3-[2-(Dimethylamino)ethyl]-1H-indol-5-yl}methyl)-1,3-oxazolidin-2-one
    ECHA InfoCard100.158.186 Edit this at Wikidata
    Chemical and physical data
    FormulaC16H21N3O2
    Molar mass୨୮୭.୩୬ g·mol−1
    3D model (JSmol)
    • O=C1OC[C@@H](N1)Cc2ccc3c(c2)c(c[nH]3)CCN(C)C
    • InChI=1S/C16H21N3O2/c1-19(2)6-5-12-9-17-15-4-3-11(8-14(12)15)7-13-10-21-16(20)18-13/h3-4,8-9,13,17H,5-7,10H2,1-2H3,(H,18,20)/t13-/m0/s1 checkY
    • Key:ULSDMUVEXKOYBU-ZDUSSCGKSA-N checkY
      (verify)

    ଜୋଲ୍ମିଟ୍ରିପ୍ଟାନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଜୋମିଗ, ହେଉଛି ଏକ ଔଷଧ ଯାହା ଅଧକପାଳି ଓ କ୍ଲଷ୍ଟର ମୁଣ୍ଡବିନ୍ଧା ପାଇଁ ବ୍ୟବହୃତ ହୋଇପାରେ ।[] ଏହା ପାଟିରେ ବଟିକା କିମ୍ବା ନାକ ସ୍ପ୍ରେ ଭାବରେ ବ୍ୟବହୃତ ହୁଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଝିମଝିମ, ଅଇ, ଶୁଖିଲା ପାଟି ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧର ଅତ୍ୟଧିକ ବ୍ୟବହାର ମୁଣ୍ଡବିନ୍ଧା ହୋଇପାରେ। [] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ କରୋନାରୀ ଭାସୋସ୍ପାଜ୍ମ, ଷ୍ଟ୍ରୋକ, ଉଚ୍ଚ ରକ୍ତଚାପ, ଆନାଫାଇଲକ୍‌ସିସ ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ହୋଇପାରେ ।[] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି । [] [] ଏହା ଏକ ଟ୍ରିପଟାନ ଯାହା ଏକ ସିଲେକ୍ଟିଭ୍ ସେରୋଟୋନିନ୍ ରିସେପ୍ଟରର ଆଗୋନିଷ୍ଟ ୧ବି ଓ ୧ଡି (1B ଏବଂ 1D) ଉପ-ପ୍ରକାର ଭାବରେ କାର୍ଯ୍ୟ କରେ ।[]

    ୧୯୯୦ ମସିହାରେ ଜୋଲ୍ମିଟ୍ରିପ୍ଟାନ ପେଟେଣ୍ଟ ହୋଇଥିଲା ଏବଂ ୧୯୯୭ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ ।[] ଯୁକ୍ତରାଷ୍ଟ୍ରରେ ୬ ମାତ୍ରାର ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ୩୦ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ୨୦୨୦ ସୁଦ୍ଧା ପ୍ରାୟ ୧୨ ପାଉଣ୍ଡ ଥିଲା ।[]

    1. 1 2 3 "Zolmitriptan Use During Pregnancy". Drugs.com (in ଇଂରାଜୀ). Archived from the original on 26 November 2020. Retrieved 4 August 2021.
    2. 1 2 3 4 5 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 504. ISBN 978-0-85711-369-6.{{cite book}}: CS1 maint: date format (link)
    3. 1 2 3 4 "Zolmitriptan Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2020. Retrieved 3 August 2021.
    4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 531. ISBN 9783527607495. Archived from the original on 2020-10-23. Retrieved 2021-01-20.
    5. "Zolmitriptan Prices, Coupons & Savings Tips - GoodRx". GoodRx. Retrieved 3 August 2021.