ଜୋନିସାମାଇଡ

ଉଇକିପିଡ଼ିଆ‌ରୁ
ଜୋନିସାମାଇଡ
Ball-and-stick model of the zonisamide molecule
Clinical data
Trade namesZonegran, others
AHFS/Drugs.commonograph
MedlinePlusa603008
data
Pregnancy
category
  • AU: D
Routes of
administration
By mouth
Legal status
Legal status
Pharmacokinetic data
Bioavailability~100%[୧]
Protein binding40%[୧]
MetabolismLiver through CYP3A4[୧]
Elimination half-life63 hours in plasma[୧]
ExcretionKidney (62%); Faeces (3%)[୧]
Identifiers
  • benzo[d]isoxazol-3-ylmethanesulfonamide
ECHA InfoCard100.118.526 Edit this at Wikidata
Chemical and physical data
FormulaC8H8N2O3S
Molar mass୨୧୨.୨୨ g·mol−1
3D model (JSmol)
Melting point162 °C (324 °F)
  • O=S(=O)(N)Cc2noc1ccccc12
  • InChI=1S/C8H8N2O3S/c9-14(11,12)5-7-6-3-1-2-4-8(6)13-10-7/h1-4H,5H2,(H2,9,11,12) checkY
  • Key:UBQNRHZMVUUOMG-UHFFFAOYSA-N checkY
  (verify)

ଜୋନିସାମାଇଡ, ବେପାର ନାମ ଜୋନିଗ୍ରାମ, ହେଉଛି ଏକ ଔଷଧ ଯାହାକି ଅନ୍ୟାନ୍ୟ ଔଷଧ ସ‌ହିତ ଅପସ୍ମାର ଓ ବିଶେଷ ଭାବରେ ପାର୍ସିଆଲ ସିଜର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ପାର୍କିନ୍‌ସନ୍ ରୋଗରେ ମଧ୍ୟ ଏହାର ବ୍ୟବହାର ପାଇଁ କିଛି ପ୍ରମାଣ ମଧ୍ୟ ଅଛି ।[୩] ଏହା ପାଟିରେ ଦିଆଯାଏ | [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଅଇ, କୋଷ୍ଠକାଠିନ୍ୟ, ଶୁଖିଲା ପାଟି ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କେଶ ଝଡ଼ିବା, ଆଖି ଦୋଳନ ଏବଂ ଅସ୍ଥି ମଜ୍ଜା ରୋଗ ହୋଇପାରେ ।[୪] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ଏବଂ ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ ।[୫] ଏହା ରାସାୟନିକ ପଦାର୍ଥ ସଲଫୋନାମାଇଡ୍ ପରିବାରର ଏକ ସଦସ୍ୟ ଏବଂ ଏଗୁଡିକ ଆଲର୍ଜି ଥିବା ଲୋକମାନଙ୍କୁ ଦିଆଯାଇନଥାଏ ।[୨] [୪]

୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଜୋନିସାମାଇଡ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୬] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୧ ସୁଦ୍ଧା ମାସକୁ ୨୦ ଡଲାରରୁ କମ ଥିଲା ।[୬] ଯୁକ୍ତରାଜ୍ୟରେ ମଧ୍ୟ ଏହା ଅପେକ୍ଷାକୃତ ଶସ୍ତା ଅଟେ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Zonegran Product Information" (PDF). TGA eBusiness Services. SciGen (Australia) Pty Ltd. 4 April 2013. Archived from the original on 15 October 2018. Retrieved 18 November 2013.
  2. ୨.୦ ୨.୧ ୨.୨ ୨.୩ ୨.୪ "Zonisamide Monograph for Professionals". Drugs.com (in ଇଂରାଜୀ). Archived from the original on 27 February 2021. Retrieved 4 August 2021.
  3. Grover ND, Limaye RP, Gokhale DV, Patil TR (November–December 2013). "Zonisamide: a review of the clinical and experimental evidence for its use in Parkinson's disease". Indian Journal of Pharmacology. 45 (6): 547–55. doi:10.4103/0253-7613.121266. PMC 3847242. PMID 24347760.{{cite journal}}: CS1 maint: unflagged free DOI (link)
  4. ୪.୦ ୪.୧ ୪.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 350. ISBN 978-0-85711-369-6.{{cite book}}: CS1 maint: date format (link)
  5. "Zonisamide (Zonegran) Use During Pregnancy". Drugs.com (in ଇଂରାଜୀ). Archived from the original on 2 February 2021. Retrieved 5 August 2021.
  6. ୬.୦ ୬.୧ "Zonisamide Prices, Coupons & Savings Tips - GoodRx". GoodRx. Retrieved 5 August 2021.